33.1 C
Bhubaneswar
Monday, May 13, 2024
Homeଜୀବନଶୈଳୀପତଳା ଶରୀରକୁ ନେଇ ଚିନ୍ତାରେ ରହୁଛନ୍ତି କି? ଦୁଗ୍ଧରେ ଏହି ସବୁ ଜିନିଷ ମିଶାଇ ପିଇଲେ...

ପତଳା ଶରୀରକୁ ନେଇ ଚିନ୍ତାରେ ରହୁଛନ୍ତି କି? ଦୁଗ୍ଧରେ ଏହି ସବୁ ଜିନିଷ ମିଶାଇ ପିଇଲେ ଦୂର ହେବ ସମସ୍ୟା

ନୂଆଦିଲ୍ଲୀ : ଓଜନ ଅଧିକ ହୋଇଯିବା ଯେପରି ଚିନ୍ତାର କାରଣ, ଓଜନ କମ୍‌ ହେବା ବି ସେହିପରି ଏକ ଚିନ୍ତାର କାରଣ। ଖୁବ୍ ଅଧିକ ପତଳା ଲୋକ ଅଧିକାଂଶ ସମୟରେ ନିଜ ଓଜନ ବୃଦ୍ଧି କରିବା ଚେଷ୍ଟାରେ ଲାଗିଥାନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି, ବିଭିନ୍ନ ଲୋକଙ୍କ ପରାମର୍ଶ ନିଅନ୍ତି। କିପରି ଟିକେ ମୋଟା ହେବେ, ସେ ଦିଗରେ ସଦାବ‌େଳେ ଚିନ୍ତାଶୀଳ ଥାଆନ୍ତି। ଆପଣ କିମ୍ବା ଆପଣଙ୍କ ପରିବାରରେ ଯଦି କେହି ଏପରି ସମସ୍ୟା ଦେଇ ଗତି କରୁଛନ୍ତି ତ ଚିନ୍ତା କରିବାର କୌଣସି କାରଣ ନାହିଁ।

ଆମେ ଏପରି କିଛି ଜିନିଷର ନାମ କହିବୁ, ଯାହାକୁ ଦୁଗ୍ଧରେ ମିଶାଇ ପିଇବା ଦ୍ବାରା ଓଜନ ବୃଦ୍ଧି ପାଇବ।ଦୁଗ୍ଧରେ କଦଳୀ ମିଶାଇ ତାହାକୁ ସେକ୍‌ କରି ପିଇଲେ ଶରୀରର ଓଜନ ବୃଦ୍ଧି ପାଇଥାଏ। ଜିମ୍‌ ‌ଯାଇ ଯେଉଁମାନେ ବଡି ବନାଇବାକୁ ଚାହାନ୍ତି, ସେମାନେ ବି ଏହି ସେକ୍‌ ପିଇଥାନ୍ତି।ଖଜୁରୀ କୋଳି ମଧ୍ୟ ସେହିପରି ଏକ ଖାଦ୍ୟ। ଦୈନନ୍ଦିନ ଏକ ଗ୍ଲାସ ଖିରରେ କିଛି ଖଜୁରୀ କୋଳି ମିଶ୍ରଣ କରି ପିଇଲେ ଓଜନ ବୃଦ୍ଧିପାଏବୋଲି ଡାଇଟିସିଆନ୍‌ମାନେ ପରାମର୍ଶ ଦିଅନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking