28.1 C
Bhubaneswar
Saturday, September 21, 2024
Homeଓଡିଶା୩ କନ୍ୟାଙ୍କ ସହ କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

୩ କନ୍ୟାଙ୍କ ସହ କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନର ଟୋଙ୍କ୍ ଜିଲ୍ଲାରେ ଜଣେ ୩୦ ବର୍ଷୀୟା ମହିଳା ନିଜର ତିନି କନ୍ୟାଙ୍କ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ କନ୍ୟାଙ୍କ ବୟସ ୧ରୁ ୪ ବର୍ଷ ମଧ୍ୟରେ ବୋଲି କୁହାଯାଇଛି । ପୁଲିସ କୂଅରୁ ଚାରିଟି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୁଲିସ ସନ୍ଦେହ କରୁଛି ।

ରିଲ୍ସ ପାଇଁ ଭବିଷ୍ୟତକୁ ବାଜି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking