35.1 C
Bhubaneswar
Tuesday, March 25, 2025
Homeଓଡିଶାପାଣି ପାଇଁ ତାତିଲେ ମହିଳା

ପାଣି ପାଇଁ ତାତିଲେ ମହିଳା

ନରସିଂହପୁର : ପାନୀୟଜଳ ସମସ୍ୟା ନେଇ ତାତିଛନ୍ତି ନରସିଂହପୁର ଅଞ୍ଚଳର ମହିଳା । ରାସ୍ତାରେ ଗରା, ବାଲ୍ଟି ରଖି ଶତାଧିକ ମହିଳା ଧାରଣାରେ ବସିଛନ୍ତି । ଏହି ଘଟଣାକୁ ନେଇ ଏକଡାଳ ଛକ ନକଟରେ ରାସ୍ତାରୋକ ହୋଇ ଯାନ ବାହାନ ଯାତାୟତ ପ୍ରଭାବିତ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking