ନୂଆଦିଲ୍ଲୀ: ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସେନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଭାରତ ଆସୁଛନ୍ତି ଇସ୍ରାଏଲ ବୈଜ୍ଞାନିକ ଦଳ। ସେମାନେ ମିଳିତ ଭାବେ ରାପିଡ୍ ଟେଷ୍ଟ କିଟ୍ ପ୍ରସ୍ତୁତ କରିବେ। ଯାହାର ଫଳାଫଳ ୩୦ ସେକେଣ୍ଡରେ ମିଳିବ ବୋଲି ସୂଚନା ମିିିଳିଛି ।
ସୂଚନା ଯୋଗ୍ୟ ଯେ, ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦିନକୁ ଦିନ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଚି ।