19.1 C
Bhubaneswar
Tuesday, January 25, 2022
Homeଓଡିଶାଶୀତରେ ଥରୁଛି ସାରା ରାଜ୍ୟ ; ୧୦ ଡ଼ିଗ୍ରୀ ତଳେ ୧୨ ସହର

ଶୀତରେ ଥରୁଛି ସାରା ରାଜ୍ୟ ; ୧୦ ଡ଼ିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଶୀତର ଲହରୀ ବଢିବାକୁ ଲାଗିଛି । ଏ ନେଇ ଅରେଞ୍ଜ ଓ ୟେଲୋ ୱାରିନିଂ ଜାରି କରିଛି ପାଣିପାଗ ବିଭାଗ । ଆଗକୁ କିଛି ଦିନ ମଧ୍ୟ ରାଜ୍ୟରେ ଏହିଭଳି ଥଣ୍ଡା ଅନୂଭବ ହେବ ଓ ରାଜ୍ୟବାସୀଙ୍କୁ ଏନେଇ ସତର୍କବାଣୀ ଦେଇଛି ପାଣିପାଗ ବିଭାଗ । ତେବେ ଫୁଲବାଣୀ ସହର ୪ ଡ଼ିଗ୍ରୀ ସହ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ଼ ସୃଷ୍ଟି କରିଛି । ସେହିପରି ଦାରିଙ୍ଗବାଡ଼ିରେ ୫ , ଅନୂଗୁଳରେ ୫.୬, କୋରାପୁଟରେ ୭ , ସୁନ୍ଦରଗଡ଼ରେ ୭ ,ଝାରସୁଗଡ଼ା ରେ ୭.୯ , ଭବାନୀପାଟଣା ରେ ୮ , କେନ୍ଦୁଝରରେ ୮.୮ , ବୌଦ୍ଧରେ ୯. ବାରିପଦା ୯ , ବଲାଙ୍ଗୀରରେ ୯.୨ ,ସୋନପୁର ରେ ୯.୪ ,ଭୁବନେଶ୍ୱରରେ ୧୨.୪ ଓ କଟକରେ ୧୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking