ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ପାଇଁ ପାଠପଢ଼ାରେ ଅନେକ ସମସ୍ୟା ଦେଖାଦେଇଛି। ପାଠ ପଢ଼ା ପାଇଁ ସ୍କୁଲରେ ଖରାଛୁଟି କାଟଛାଣ୍ଟ ନିଷ୍ପତ୍ତି ନିଆଯାଇଛି ଜୁନ୍ ବଦଳରେ ମେ ମାସରେ ହେବ କି ଖରାଛୁଟି?
ଖରାଛୁଟି ବଦଳାଇବାକୁ ଅନେକ ପ୍ରସ୍ତାବ ଆସିଥିବା ନେଇ ଆଜି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । କିନ୍ତୁ ବିଭାଗ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହିଁ ସ୍ପଷ୍ଟ କଲେ ଗଣଶିକ୍ଷାମନ୍ତ୍ରୀ । ପରିସ୍ଥିତି ଦେଖି ଗଣଶିକ୍ଷା ବିଭାଗ ବିଚାର କରିବ ।