30.1 C
Bhubaneswar
Monday, May 20, 2024
Homeବ୍ରେକୀଙ୍ଗପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ନୂଆ ରେକର୍ଡ କରିବାରେ ଲାଗିଛି । ଏହା ପୁଣି ସେହି ସମୟରେ, ଯେତେବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର କମ୍ ରହିଛି । ଭାରତରେ ଲୋକେ ଏକ ଲିଟର ତେଲ ପାଇଁ ୪ ଗୁଣ ପଇସା ଦେଉଛନ୍ତି । ହେଲେ ଯଦି ତୈଳ ଦର ଉପରେ ଟ୍ୟାକ୍ସ କମ୍ କରାଯାଏ, ତେବେ ଗ୍ରାହକ ସନ୍ତୋଷଲାଭ କରିପାରନ୍ତେ । ତେବେ ବର୍ତମାନ ପେଟ୍ରୋଲ ଓ ଡିଜେଲରେ ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି । ବର୍ତମାନ ଭୁବନେଶ୍ୱରରେ ପେଟ୍ରୋଲରେ ଦର ଲିଟର ପିଛା ୯୦ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ୮୬.୪୭ ପଇସା ରହିଛି । ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବଢୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking