ଭୁବନେଶ୍ୱର : ଆଇଟି ରେଡ୍; ବିଜେଡି ସଂପୃକ୍ତି ଅଭିଯେଗକୁ ଖଣ୍ଡନ କଲା ବିଜେଡି । ବିଜେଡର ସଂପୃକ୍ତି ନଥିବା କହିଲେ ବିଧାୟକ ସତ୍ୟନାରାୟଣ ପ୍ରଧାନ । ଆଇନ ତା ବାଟରେ ଯିବ, ଯିଏ ସଂପୃକ୍ତି ଥିବ କାର୍ଯ୍ୟାନୁଷ୍ଠାନ ହେବ । ଯେକୌଣସି ଦଳର ଯିଏ ସଂପୃକ୍ତି ଥିବ, ତା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଆଇଟି ତଦନ୍ତ କରୁଛି, ସତ ସାମ୍ନାକୁ ଆସିବ, ବିରୋଧି ତାଙ୍କ କଥା କହିବେ । କିନ୍ତୁ ଓଡିଶାରେ ଏତେ ଟଙ୍କା ନଗଦ କ୍ୟାସ ମିଳିବା ଆଶ୍ଚର୍ଯ୍ୟ ଲାଗୁଛି ।