37.1 C
Bhubaneswar
Saturday, May 18, 2024
Homeଓଡିଶାବାଲିଯାତ୍ରା ଦୁର୍ନୀତି : ପ୍ରଶ୍ନ ଉଠାଇଲେ ଦେବାଶିଷ

ବାଲିଯାତ୍ରା ଦୁର୍ନୀତି : ପ୍ରଶ୍ନ ଉଠାଇଲେ ଦେବାଶିଷ

କଟକ : ବାଲିଯାତ୍ରାରେ ଦୁର୍ନୀତି ନେଇ ସାଧାରଣରେ ଚର୍ଚ୍ଚା ପ୍ରସଙ୍ଗ । ପ୍ରସଙ୍ଗ ଉପରେ ମତ ରଖିଲେ ବିଜେଡି ନେତା ଦେବାଶିଷ ସମନ୍ତରାୟ । ତେବେ ୨ଟି ଭୂମିକାରେ ୨ଟି ମତ ରଖିଲେ ଦେବାଶିଷ ସାମନ୍ତରାୟ । ସାଧରଣ ଲୋକ ହିସବରେ ଦେବଶିଷଙ୍କ ମତ, ଯହା ହୋଇଛି ଠିକ୍ ହୋଇନି । ଦଳୀୟ ନେତା ଦେବାଶଇଷଙ୍କ ମତ, ସତ ନିଶ୍ଚୟ ସାମ୍ନାକୁ ଆସିବ । ଗୋଟିଏ ତୋରଣ ବାବଦରେ ୧୩ ଲକ୍ଷ ଖର୍ଚ୍ଚ ବିଶ୍ୱାସଯୋଗ୍ୟ ନୁହେଁ । ଦୁର୍ନୀତି କଥା ଆସୁଥିବାରୁ ମେୟର ଫ୍ୟାକ୍ଟ ଫାଇଡିଂ ଟିମ୍ କରିଛନ୍ତି । ମେୟର ମଧ୍ୟ ଅନୁଭବ କରୁଛନ୍ତି ତ୍ରୁଟି ହୋଇଛି , ଏଥିପାଇଁ ଟିମ୍ ଗଠନ ହେଲା । ଏତେ ପରେ ବି କମିଶନର୍ କାହିଁକି ସାମ୍ନାକୁ ଆସୁନାହାନ୍ତି , ପ୍ରଶ୍ନ ଉଠାଇଲେ । ଫ୍ୟାକ୍ଟ ଫାଇଡିଂ ଟିମ୍‌ରେ ଯେଉଁ ଅଧିକାରୀ ଅଛନ୍ତି, ସେମାନେ ଟେଣ୍ଡରରେ ଥିଲେ । ସେମନେ ସେହି ଟିମରେ କେମିତି ଅଛନ୍ତି ପ୍ରଶ୍ନ କଲେ ଦେବାଶିଷ । ମେୟର ଓ କମିଶନର ଉଭୟ ଏହି ପ୍ରସଙ୍ଗରେ ଉତ୍ତର ରଖନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking