31.1 C
Bhubaneswar
Wednesday, April 29, 2026
Homeଓଡିଶାସାଣ୍ଟା କ୍ଲଜ କିଏ ? କାହିଁକି ଡ୍ରେସର ରଙ୍ଗ ନାଲ

ସାଣ୍ଟା କ୍ଲଜ କିଏ ? କାହିଁକି ଡ୍ରେସର ରଙ୍ଗ ନାଲ

ଭୁବନେଶ୍ୱର: ବଡଦିନ କହିଲେ ପିଲାମାନେ ନାଲି ପୋଷାକ ଆଉ ନାଲି ଟୋପିକୁ ବୁଝିଥାନ୍ତି । ସାଣ୍ଟାକ୍ଲଜ ଏବଂ ତା’ର ଉପହାରର କଥାକୁ ମଧ୍ୟ ବୁଝିଥାନ୍ତି, ହେଲେ ପ୍ରକୃତରେ ସାଣ୍ଟାକ୍ଲଜ କିଏ ? ଓ ସାଣ୍ଟା କ୍ଲଜର ଉତ୍ପତ୍ତି, ଖ୍ରୀଷ୍ଟମାସ ବିଷୟରେ ଆସନ୍ତୁ ଜାଣିବା । ତେବେ ଆସନ୍ତୁ ଜାଣିବା ସାଣ୍ଟା କ୍ଲଜ କିଏ ? ନିକୋଲାସ୍ ନାମକ ଜଣେ ଡଚ୍ ପାଦ୍ରୀ ବା ( ଚର୍ଚ୍ଚ୍‌ର ବିଶପ୍‌) ଯିଏ ପିଲା ମାନଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାର ଖେଳନା ଉପହାର ଦେଇ ଖୁସି କରାଉଥିଲେ। ତାଙ୍କରି ନାମଟି ଡଚ୍ ଲୋକ ମୁଖରେ ସିଣ୍ଟର କ୍ଲାସ୍ୱା ସାଣ୍ଟାକ୍ଲଜ ଭାବରେ ପ୍ରଚଳିତ ହୋଇଛି। ପୂର୍ବରୁ ସାଣ୍ଟାକ୍ଲଜର ପୋଷାକ ନାଲି, ନୀଳ, ହଳଦିଆ, ସବୁଜ, ଗୋଲାପି ଇତ୍ୟାଦି ରଙ୍ଗର ହେଉଥିଲା କିନ୍ତୁ କୋକାକୋଲା କମ୍ପାନୀ ଏହାକୁ ହାତକୁ ନେଇ ନିଜର ପାନୀୟର ରଙ୍ଗ ମୁତାବକ ନାଲି ରଙ୍ଗର କରିଦେଲେ । ସେଇଦିନଠାରୁ ସାଣ୍ଟାକ୍ଲଜର ପୋଷାକ ନାଲି ରଙ୍ଗର ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking