40.1 C
Bhubaneswar
Friday, May 3, 2024
Homeଅପରାଧଧରମ ଭାଇଙ୍କ ଟେଲିଫୋନ ଆସଲେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହ କରୁଥିଲେ କିଛି ଏପରି କାମ

ଧରମ ଭାଇଙ୍କ ଟେଲିଫୋନ ଆସଲେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହ କରୁଥିଲେ କିଛି ଏପରି କାମ

ଭୁବନେଶ୍ୱର: କରେନା ପାଇଁ ସାରା ଦେଶରେ ଲକ୍ ଡାଉନ ।ଘରୁ ବହାରିବା ଉପରେ ପ୍ରତିବନ୍ଧକ । ଏଭଳି ଅବସ୍ଥାରେ ବଢ଼ିଛି ଘରୋଇ ହିଂସା । ଘରେ ରହି ବୋର ହେଉଥିବା ଲୋକେ ଟିକେ ଟିକେ କଥାରେ ରାଗି ପାଚି ଲାଲ୍ । କେଉଁଠି ଖାଇବା ପିଇବାକୁ ନେଇତ କେଉଁଠି ଫୋନକଲକୁ ନେଇ । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ମନସ୍ତତ୍ତ୍ୱିକ କେନ୍ଦ୍ର ଖୋଲି ଟୋଲ ପି ନମ୍ବର ଜାରୀ କରିଛନ୍ତି ।

ପ୍ରତିଦିନ ଏଠାକୁ ହଜାର ହଜାର କଲ୍ ଆସୁଛି । ବେଶୀ କଲ ଆସୁଛି ସ୍ୱମୀଙ୍କ ସନ୍ଦେହକୁ ନେଇ ।ଅଧିକାଂଶ ମଳିଳା ଅଭିଯୋଗ କରୁଛନ୍ତି ଯେ ମୋବାଇଲକୁ କଲଟିଏ ଆସଲେ ସ୍ୱାମୀ ବାରମ୍ବାର କିଏ ବୋଲି ପଚାରୁଛନ୍ତି । ମହିଳା ହେଲେ ଠିକ ହେଲେ ଭୁଲରେ ଯଦି କୈାଣସି ପୁରୁଷ ର କଲ୍ ଆସିଲା ତେବେ କଥା ସରିଲା । ତେଣିକି ସେ ସମ୍ପର୍କୀୟ ଭାଇ ହୋଇଥାଉନା କାହିଁକି । ସେହିପରି କିଛି ମହିଳା କହୁଛନ୍ତି କରେନା ପୂର୍ବରୁ ମାରିଦେବ ଶାଶୁ,ଶଶୁର,ନଣନ୍ଦଙ୍କ କଟୁବାକ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking