31.1 C
Bhubaneswar
Friday, October 18, 2024
Homeଓଡିଶାପଶ୍ଚିମ ତତଲା,ଉପକୂଳ ଥଣ୍ଡା

ପଶ୍ଚିମ ତତଲା,ଉପକୂଳ ଥଣ୍ଡା

ଭୁବନେଶ୍ୱର : କାଳବୈଶାଖି ବର୍ଷା ଓ କୋହଲା ପାଗ ଯୋଗୁଁ ଉପକୂଳ ଥଣ୍ଡା । ଦିନ ସାଢେ ୧୧ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ମାତ୍ର ୩୩.୪ । ଗତକାଲିର ପ୍ରାୟେ ୧୦ ଡିଗ୍ରୀ କମିଗଲା ଭୁବନେଶ୍ୱର ତାପମାତ୍ରା । ପଶ୍ଚିମରେ ତାତି ସାମାନ୍ୟ କମିଥିଲେ ବି ଲାଗି ରହିଛି ଗ୍ରାଷ୍ମପ୍ରବାହ । ସାଢେ ୧୧ ସୁଦ୍ଧା ଝାରସୁଗୁଡା ସର୍ବାଧିକ ତାପମାତ୍ରା ୪୦.୪ । ହୀରାକୁଦ ୪୦.୨,ସମ୍ବଲପୁର ୩୯.୪,କେନ୍ଦୁଝର ୩୭.୬ ବୋଲି ଜଣାପଡିଛି ।

ବିଦ୍ୟୁତ୍ ଆଘାତରେ ମହିଳା ମୃତ, ୪ ଆହତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking