30.1 C
Bhubaneswar
Monday, May 20, 2024
Homeଓଡିଶାପଶ୍ଚିମ ଓଡିଶା ସର୍ବଦା ଅବହେଳିତ: ପିସିସି ସଭାପତି

ପଶ୍ଚିମ ଓଡିଶା ସର୍ବଦା ଅବହେଳିତ: ପିସିସି ସଭାପତି

ଭୁବନେଶ୍ୱର: ବିଜେଡିର ପଶ୍ଚିମ ଓଡିଶା ଫୋକସକୁ ପିସିସି ସଭାପତିଙ୍କ କଟାକ୍ଷ । ପଶ୍ଚିମ ଓଡିଶା ସବୁବେଳେ ଅବହେଳି, ସେଠି ବିଜେଡି ଜିତି ପାରିବନି । ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହେଲା,ମୁଖ୍ୟାଳୟ ଭୁବନେଶ୍ୱରରେ । ୨୦୨୪ରେ ପରିବର୍ତ୍ତନ ସୁନିଶ୍ଚିତ,୯ରୁ ୯୦ ନିଶ୍ଚୟ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ଓଡିଶାରେ କଂଗ୍ରେସ ସରକାର ଗଠନ ହେବ ଏଥିରେ ଟିକେ ହେଲେ ବି ସନ୍ଦେହ ନାହିଁ । ୨୩ବର୍ଷ ସାଶନରେ ବିଜେଡିର ଗର୍ବ ବଢିଛି,ଶିଘ୍ର ପତନ ହେବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ କ୍ଷୀର ବିଷୟରେ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking