31.1 C
Bhubaneswar
Monday, May 13, 2024
Homeଓଡିଶାଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ : ଧର୍ମେନ୍ଦ୍ର

ଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡିଶାରେ ୧୫ରୁ ଅଧିକ ଲୋକସଭା ଆସନ ଜିତିବୁ କହିଲେ ଧର୍ମେନ୍ଦ୍ର । ଏକ ଜାତୀୟ ଗଣମାଧ୍ୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ । ୨୦୧୪ରେ ଲୋକସଭାରେ ୨୨% ପାଇଥିଲୁ, ୧୯ରେ ବଢି ୩୮% ହେଲା । ଏଥର ନିର୍ବାଚନରେ ଆମେ ୪୫%ରୁ ଅଧିକ ଭୋଟ ପାଇବୁ । ଏଥର ଓଡିଶାରେ ଆମେ ୧୫ରୁ କମ୍ ଲୋକସଭା ଜିତିବୁନି । ରାଜନୀତିରେ ୩ ମାସ ଯଥେଷ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ସର୍ବାଧିକ ଲେକପ୍ରିୟ ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking