ଭୁବନେଶ୍ୱର: ଚିରଞ୍ଜିବ,ମୋକିମ ସଂପର୍କରେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ସାଲୁଜାଙ୍କ ପ୍ରତିକ୍ରିୟା । ମୋକିମ୍ ଚିରଞ୍ଜୀବ ସମର୍ଥକଙ୍କ ଦାବି ଭଲ ଥିଲେ ଏଆଇସିସିଙ୍କୁ ଜଣାଇବୁ । ଏଆଇସିସି ଯାହା ନିଷ୍ପତ୍ତି ନେବ ସେଥିରେ ପିସିସି କିଛି କରିପାରିବ ନାହିଁ । ଯେ କେହି ପିସିସି ବିରୋଧରେ ମନ୍ତବ୍ୟ ଦେଲେ କାର୍ଯ୍ୟାନୁଷ୍ଟାନ ହେବ । ଆଜି ସଧ୍ୟାରେ ଶୃଙ୍ଖଳା କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୌଠକ ବସିବ । ବୌଠକରେ ବିଶୃଙ୍ଖଳା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।