29.1 C
Bhubaneswar
Saturday, May 9, 2026
Homeଓଡିଶାଓଡିଶାରେ ମିଶି ଆମର ଭୁଲ ହୋଇଗଲା : ଜୟନାରାୟଣ

ଓଡିଶାରେ ମିଶି ଆମର ଭୁଲ ହୋଇଗଲା : ଜୟନାରାୟଣ

ସମ୍ବଲପୁର : ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନ ରଖିଛନ୍ତି । ସମ୍ବଲପୁରରେ ସୁଭଦ୍ରା କାଯ୍ୟକ୍ରମରେ ଜୟନାରାୟଣ କହିଛନ୍ତି ଉତ୍କଳ ଓ କୌଶଳର କଥା । ଖୋଲାଖୋଲି କହିଛନ୍ତି ଆମେ ଓଡିଶାରେ ମିଶି ଭୁଲ ହୋଇଗଲା । ଏହା ଆମର ଐତିହାସିକ ଭୁଲ ଥିଲା ବୋଲି ଜୟନାରାୟଣ କହି ବିବାଦୀୟ ହୋଇଛନ୍ତି । ଏନେଇ ଆନ୍ଦୋଳନ ହେବ ବୋଲି କହିଛନ୍ତି ଜୟ ନାରାୟରଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking