30.1 C
Bhubaneswar
Saturday, May 18, 2024
Homeଓଡିଶାହିଂସା ପୂବ ଯୋଜନା ଭଳି ଜଣାପଡୁଛି: ଏସପି

ହିଂସା ପୂବ ଯୋଜନା ଭଳି ଜଣାପଡୁଛି: ଏସପି

ସମ୍ବଲପୁର: ସମ୍ବଲପୁର ହିଂସା ଘଟଣାକୁ ନେଇ ଏସପି ବି.ଗଙ୍ଗାଧରଙ୍କ ସୂଚନା । ୧୨ ତାରିଖ ପଥରମାଡ ଘଟଣାରେ ୨୬ ଜଣ ଗିରଫ ହୋଇଛନ୍ତି ସେଥିମଧ୍ୟରୁ ଶହେ ଜଣ ଚିହ୍ନଟ ହୋଇଛନ୍ତି । ୧୪ ତାରିଖ ଶୋଭାଯାତ୍ରା ବେଳେ ହିଂସା ଘଟଣାରେ ୫୩ ଜଣ ଗିରଫ ହୋଇଛନ୍ତି । ପ୍ରଥମ ୨୩ ଓ ଗତକାଲି ୩୦ ଜଣ ଗିରଫ ହୋଇଛନ୍ତି ।

ଘଟଣାରେ କିଛି ଅଭିଯୁକ୍ତ ଫେରାର ଅଛନ୍ତି ବୋଲି କହିଛନ୍ତି ଏସପି । ୧୨ ତାରିଖରେ ଟେକାମାଡ କରାଯାଇଥିବା କୋଠାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସରକାରୀ ଜମିରେ ହୋଇଥିଲେ କୋଠା ଭଙ୍ଗାଯିବ କହିଲେ ଏସପି । ଘଟଣାଟି ପୂର୍ବ ଯୋଜନା ଭଳି ଲାଗୁଛି ଆଉ ମଧ୍ୟ ଗିରଫଦାରୀ ବଢିବ । ପରିସ୍ଥିତି ସ୍ୱାଭାବିକ ହେଲେ କଫ୍ରୁ୍ୟ କୋହଳ ଉପରେ ଚିନ୍ତା କରାଯିବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking