30.1 C
Bhubaneswar
Friday, May 3, 2024
Homeବ୍ରେକୀଙ୍ଗପିିଈଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପିିଈଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ: ପିିଈଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ର; ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗାଇସିଲେଟ ବ୍ଲକ ତାଳ ପାଲି ପଞ୍ଚାୟତ ର କାର୍ୟନିର୍ବାହି ଅଧିକାରୀ ପାଣ୍ତବ ନନ୍ଦ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି l ତାଲ ପାଲି ପଞ୍ଚାୟତ କାର୍ଯ୍ୟାଳୟ ଓ କଳଙ୍ଗାପାଲି ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିଲା l ଯାଞ୍ଚ ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ର ପରିମାଣ କୋଟିଏ ଟପିଛି l ତାଙ୍କର ୩୨.୨୭ ଲକ୍ଷ ଟଙ୍କାର ବୀମା ୭୫ ଲକ୍ଷ ଟଙ୍କାର ଘର ୧୦.୬୬ ଲକ୍ଷ ଟଙ୍କାର ଚାରି ଚକିଆ ଗାଡି, ୧୩.୨୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୪୪.୯୦୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର , ୪.୮୮ ଲକ୍ଷର ଘର ଉପକରଣ ସାମଗ୍ରୀ,  ୩.୭୭ ଲକ୍ଷ ଟଙ୍କାର ଜମି ଥିବା ଜଣାପଡିଛି l ସମ୍ବଲପୁର, ବରଗଡ, ବଲାଙ୍ଗୀର ଏବଂ ସୁବର୍ଣ୍ଣପୁର ଭିଜିଲାନ୍ସ ମିଳିତ ଭାବେ ଚଢ଼ାଉ କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking