34.1 C
Bhubaneswar
Thursday, March 20, 2025
Homeଓଡିଶାତହସିଲଦାରଙ୍କ ଘରେ ଭିଜିଲାନ୍ସ

ତହସିଲଦାରଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ  ରେମୁଣା ତହସିଲଦାର । ରେମୁଣା ତହସିଲଦାର ବିଦ୍ୟାଧର ପତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରାଯାଇଛି । ଭିଜିଲାନ୍ସ ଏକାକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ।  ବାଲେଶ୍ୱରର ୪ଟି , ଭୁବନେଶ୍ୱରର ୩ଟି ଜାଗାରେ ରେଡ କରିଛି ଭିଜିଲାନ୍ସ । ସରକାରୀ  କାଯ୍ୟାଳୟ ସହ ସମ୍ପର୍କୀୟଙ୍କ ଘରେ ରେଡ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking