ଭୁବନେଶ୍ୱର : ଆସନ୍ତା ୧୦ରୁ ପୁଣି କଡଆକଡି ହେବ ଗାଡି ଯାଞ୍ଚ । ଟ୍ୱିନ ସିଟିରେ ସ୍ପେଶାଲ ଡ୍ରାଇଭ କରିବ କମିଶନରେଟ ପୋଲିସ । ବିକଟାଳ ହଣ୍ଣ , କଳାକାଚ ଯାଞ୍ଚ ହେବ । କଳାକାଚ ଓ ବିକଟାଳ ହଣ୍ଣ ବ୍ୟବହାର କରୁଥିଲେ ଜରିମାନା ଦେବାକୁ ପଡିବ । ମୋଟା ଅଙ୍କର ଜରିମାନା ନେଇ ସତର୍କ କଲା ପୁଲିସ ।