31.1 C
Bhubaneswar
Sunday, May 19, 2024
Homeଓଡିଶାଆଜି ବାଲେଶ୍ବର, କେନ୍ଦ୍ରାପଡ଼ାରେ ହେବନି ଟିକାକରଣ

ଆଜି ବାଲେଶ୍ବର, କେନ୍ଦ୍ରାପଡ଼ାରେ ହେବନି ଟିକାକରଣ

ଭୁବନେଶ୍ବର : ଆଜି ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‌ଏ ସଂପର୍କରେ ସୂଚନା ଦିଆଯାଇଛି। ତେବେ ୨୧ତାରିଖ ପରଠାରୁ ଲଗାତାର ଭାବ(ରବିବାରକୁ ବାଦ୍ ଦେଲେ) ହଜାରେ ଉପରେ ଟିକାକରଣ ଅଧିବେଶନ ଆୟୋଜିତ ହୋଉଥିବା ବେଳେ ଆସନ୍ତାକାଲି ମାତ୍ର ୪୯୫ ଅଧିବେଶନରେ ଟିକାକରଣ କରାଯିବ। ରାଜ୍ୟରେ ଆବଶ୍ୟକ ପରିମାଣର ଟିକା ଉପଲବ୍ଧ ନ ଥିବା ଏହା ପଛରେ ମୁଖ୍ୟ କାରଣ ହୋଇପାରେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking