27.1 C
Bhubaneswar
Sunday, September 8, 2024
Homeକରୋନାଜୁଲାଇ 5 ରୁ ୟୁପିରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ ଏବଂ ଜିମ୍

ଜୁଲାଇ 5 ରୁ ୟୁପିରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ ଏବଂ ଜିମ୍

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ କରୋନା ଭାଇରସ ର ଦ୍ୱିତୀୟ ଲହର ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗୁଛି । ଏହା ସହିତ ରାଜ୍ୟ ସରକାର ମଧ୍ୟ ନିରନ୍ତର ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଚେଷ୍ଟା କରୁଛନ୍ତି ।  ଏହି ପରିପ୍ରେକ୍ଷୀରେ , ଜୁଲାଇ 5 ସୋମବାର ଠାରୁ ୟୁପିରେ ମଲ୍ଟିପ୍ଲେକ୍ସ, ସିନେମା ହଲ୍, ଜିମ୍ ଏବଂ ସ୍ପୋର୍ଟସ୍ ଷ୍ଟାଡିୟମ୍ ଖୋଲିବ । ସିନେମା ହଲ୍ ଅପରେଟରମାନଙ୍କର ଆବଶ୍ୟକତା ଏବଂ ସମସ୍ୟାକୁ ସହାନୁଭୂତି ସହ ବିଚାର କରିବାକୁ ସିଏମ୍ ଯୋଗୀ ଆଦିତ୍ୟନାଥ କହିଛନ୍ତି। ସିଏମ୍ କହିଛନ୍ତି ଯେ ସିନେମା ହଲ୍ ଅପରେଟରଙ୍କ ବ୍ୟବସାୟ ଉପରେ କୋଭିଡର ପ୍ରଭାବ ପଡିଛି। କରୋନା ପରିଚାଳନା ପାଇଁ ଗଠିତ ଟିମ କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ଯେ କୋଭିଡ ମହାମାରୀର ନିୟନ୍ତ୍ରଣ ସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର, ଜୁଲାଇ 5 ତାରିଖରୁ ମଲ୍ଟିପ୍ଲେକ୍ସ ସିନେମା ହଲ୍, ଜିମ୍ ଏବଂ କ୍ରୀଡା ଷ୍ଟାଡିୟମକୁ କୋଭିଡ ପ୍ରୋଟୋକଲ ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking