28.1 C
Bhubaneswar
Saturday, April 27, 2024
HomeUncategorizedଋାମ ମନ୍ଦିର ନିର୍ମାଣ ପାଇଁ ଠାକରେ ଦେବେ ଏକ କୋଟି

ଋାମ ମନ୍ଦିର ନିର୍ମାଣ ପାଇଁ ଠାକରେ ଦେବେ ଏକ କୋଟି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସରକାର ପୁରା ହେବାର ୧୦୦ଦିନ ଅବସରରେ ଶନିବାର ୟୁପି ଅଯୋଧ୍ୟାରେ ପହଂଚିଛନ୍ତି । ସେଠାରେ ପହଂଚିବା ପରେ ସେ ରାମ ମନ୍ଦିର ନିର୍ମାଣ ଟ୍ରଷ୍ଟକୁ ଏକ କୋଟି ଟଙ୍କାର ଅର୍ଛ ରାଶି ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହାସହ ସେ ପୂର୍ବ ସହଯୋଗୀ ଦଳ ବିଜେପିକୁ କଟାକ୍ଷ କରି ଶିବସେନା ନିଜ ମୁଖପତ୍ର ‘ସାମନା’କହିଛନ୍ତି ଯେ, ଭଗବାନ ରାମ ଓ ହିନ୍ଦୁତ୍ୱ, କୌଣସି ରାଜନୀତି ଦଳର ସଂପତି ନୁହେଁ । ଶିବସେନା ଆହୁରି ମଧ୍ୟ କହିଛି ଯେ, ଏନସିପି ଓ କଂଗ୍ରେସକୁ ନେଇ ଗଠିତ ମହାବିକାଶ ଅଗାଡି ସରକାର ୧୦୦ ଦିନ ପୁରା କରିଛି । ଏହା ସେହିମାନଙ୍କ ପାଇଁ ଦୁଃଖଦାୟକ ଯିଏ, ନୂଆ ଗଠବନ୍ଧନ ସରକାର ୧୦୦ ଘଂଟାରୁ ଅଧିକ ସମୟ ଯାଏଁ ଚାଲିପାରିବ ନାହିଁ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking