32.1 C
Bhubaneswar
Sunday, May 25, 2025
Homeଦେଶ ବିଦେଶଦୋକାନରେ ନିଆଁ ଲାଗି ଦୁଇଜଣ ଜଳିଗଲେ

ଦୋକାନରେ ନିଆଁ ଲାଗି ଦୁଇଜଣ ଜଳିଗଲେ

କୋଲ୍‌କାତା : ପଶ୍ଚିମବଙ୍ଗର ମାଲ୍‌ଦାରେ ମଙ୍ଗଳବାର ଏକ କେତେକ ଦୋକାନରେ ନିଆଁ ଲାଗିଯାଇଛି । ଏଥିରେ ପୋଡ଼ିହୋଇ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମାଲ୍‌ଦା ଏସ୍‌ପିଙ୍କ ଅନୁସାରେ ସହରର ନେତାଜୀ କମର୍ସିଆଲ୍ ମାର୍କେଟ୍‌ର ଏକ ଦୋକାନରୁ ଶ୍ରମିକମାନେ କାର୍ବାଇଡ୍ ଭର୍ତ୍ତି କଣ୍ଟେନର୍ ବାହାର କରୁଥିବା ବେଳେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ଅନ୍ୟ ଦୋକାନକୁ ବ୍ୟାପିଯାଇଥିଲା । ମୃତ ଶ୍ରମିକ ଦୁଇଜଣ କାର୍ବାଇଡ୍ କଣ୍ଟେନର୍ ଅନ୍‌ଲୋଡ୍ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking