28.1 C
Bhubaneswar
Saturday, July 27, 2024
Homeଓଡିଶାଆଦିବାସୀ ଅବହେଳିତ ଓ ବଞ୍ଚôତ : ବିଶ୍ୱଭୂଷଣ ହରିଚନ୍ଦନ

ଆଦିବାସୀ ଅବହେଳିତ ଓ ବଞ୍ଚôତ : ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର : ଆଦିବାସୀ ଅବହେଳିତ ଓ ବଞ୍ଚôତ କହିଲେ ଛତିଶଗଡ ରାଜ୍ୟପାଳ । ଭୁବନେଶ୍ୱରରେ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ । ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ କିଛି ମନ୍ତବ୍ୟ ଦେବିନି କହିଲେ ବିଶ୍ୱଭୂଷଣ । ତେବେ ଆଦିବାସୀମାନେ ଅବହେଳିତ ଓ ବାଞ୍ଚôତ ବୋଲି କହିଲେ । ଆଦିବାସୀମାନଙ୍କୁ ସେମାନଙ୍କ ମାନବିକ ଅଧିକାରରୁ ବଞ୍ଚôତ କରାନଯାଉ । ସେନେଇ ଯେଉଁ ଆଇନ ଅଛି ତାକୁ କଡାକଡି ଲାଗୁ କରାଯାଉ ।

ଲାଞ୍ଚ ନେଇ ଧରାପଡିଲେ ଜିଆରଏସ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking