29.4 C
Bhubaneswar
Saturday, May 4, 2024
Homeଓଡିଶାଆଇପିଏସ ସ୍ତରରେ ଅଦଳ ବଦଳ

ଆଇପିଏସ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଭିଜିଲାନ୍ସ ନିର୍ଦ୍ଦେଶକ ହୋଇଛନ୍ତି ଯଶୋବନ୍ତ ଜେଠୱା । ସେହିପରି ଲଳିତ ଦାସ ଗୁଇନ୍ଦା ନିର୍ଦ୍ଦେଶକ ହୋଇଥିବା ବେଳେ ସଂଜୀବ ପଣ୍ଡା କ୍ରାଇମବ୍ରାଂଜ ଏଡିଜି ହୋଇଛନ୍ତି । ରାଧାକୃଷ୍ଣ ଶର୍ମା ଆଇନଶୃଙ୍ଖଳା ଏଡିଜି ହେବା ସହ ପରିବହନ କମିଶନର ହୋଇଛନ୍ତି ଅରୁଣ ବୋଥ୍ରା । ଅସିତ ପାଣିଗ୍ରାହୀ ଆଇଜି ଭିଜିଲାନ୍ସ ହୋଇଥିବା ବେଳେ ସୁଧାଂଶୁ ଷଡଙ୍ଗୀ ଗୃହ ବିଭାଗ ଓଏସଡି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking