36.1 C
Bhubaneswar
Saturday, May 18, 2024
Homeଅପରାଧଟ୍ରେନ୍ ଟିକଟ ର‌୍ୟାକେଟ ଠାବ, ୬ ଗିରଫ

ଟ୍ରେନ୍ ଟିକଟ ର‌୍ୟାକେଟ ଠାବ, ୬ ଗିରଫ

ଅହମ୍ମଦାବାଦ: ଗୁଜରାଟ ରେଳବାଇ ସୁରକ୍ଷା ବଳ (ଆରପିଏଫ୍‌) ଏକ ଆନ୍ତଃରାଜ୍ୟ ଟ୍ରେନ୍ ଟିକଟ ର‌୍ୟାକେଟକୁ ଠାବ କରିବା ସହ ଏହାର ୬ ଜଣ ସଦସ୍ୟଙ୍କୁ ଗୁରୁବାର ରାଜକୋଟରୁ ଗିରଫ କରିଛି । ସେମାନଙ୍କଠାରୁ ବିକ୍ରି ହୋଇନଥିବା ୧୬୮୮ ଟ୍ରେନ ଟିକଟ ଓ ନଗଦ ୪୩.୪୨ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଅଭିଯୁକ୍ତମାନେ ବେଆଇନ ସଫ୍ଟୱେୟାର ଜରିଆରେ ଆଇଆରସିଟିସି ୱେବ୍‌ସାଇଟ୍‌ରୁ କନ୍‌ଫର୍ମଡ୍ ଟିକଟ ବୁକିଂ କରି ଗ୍ରାହକଙ୍କୁ ଚଢା ମୂଲ୍ୟରେ ବିକ୍ରି କରୁଥିବା ତଦନ୍ତରୁ ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇଜଣ ସଫ୍ଟୱେୟାର ଇଂଜିନିୟର ରହିଥିବା କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking