37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି, ଅଳ୍ପରେ ଟଳିଗଲା ଦୁର୍ଘଟଣା

ଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି, ଅଳ୍ପରେ ଟଳିଗଲା ଦୁର୍ଘଟଣା

ନୂଆଦିଲ୍ଲୀ: ଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି। ପ୍ରଥମ ମାଲଗାଡିକୁ ଦେଖି ପଛ ପଟରୁ ଯାଉଥିବା ମାଲଗାଡି ଲୋକୋ ପାଇଲଟ ଗାଡ଼ି ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳିଗଲା। ରାଉରକେଲା ବାସନ୍ତୀ କଲୋନୀ ବସ୍ତ୍ର ନିକଟରେ ଘଟିଛି ଏଭଳି ଘଟଣା । ଏବେଗୋଟିଏ ଲାଇନରେ ଅଟକିଛି ଦୁଇଟି ମାଲଗାଡି।.

ଜେଲ ଗଲେ ଡାକ୍ତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking