27.1 C
Bhubaneswar
Monday, August 8, 2022
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

ମେଷ: କର୍ମକ୍ଷେତ୍ରରେ ତଥା ବ୍ୟବସାୟ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅଯଥା ଆର୍ଥିକ କ୍ଷତି ଦେଖାଯିବ । ମନୋଭାବରେ ପରିବର୍ତ୍ତନ ଆସିପାରେ । ଉଲ୍ଲେଖନୀୟ ଘଟଣା ଘଟିପାରେ ।
ବୃଷ: ଆର୍ôଥକ ଅଭାବ ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ । କର୍ମକ୍ଷେତ୍ରରେ ସମ୍ମାନିତ ହେବାର ଯୋଗ ଅଛି ।
ମିଥୁନ: ବ୍ୟବସାୟରେ ଉନ୍ନତି ଆଶା ଅଛି । ଚାକିରି କ୍ଷେତ୍ରରେ ବାଦବିବାଦ ଲାଗିପାରେ । ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବ । ପାରିବାରିକ କ୍ଷେତ୍ରରେ ବିଶୃଙ୍ଖଳା ଦେଖାଦେବ ।
କର୍କଟ: ପାରିବାରିକ କ୍ଷେତ୍ରରେ ଶାନ୍ତି ମିଳିବ । ଆର୍ଥକ କ୍ଷେତ୍ରରେ ଉନ୍ନତି ଘଟିବ । ବ୍ୟବସାୟ ତଥା କର୍ମକ୍ଷେତ୍ରରେ ଲାଭବାନ ହେବେ । ଶତ୍ରୁମାନେ ପରାସ୍ତ ହେବେ ।
ସିଂହ: କର୍ମକ୍ଷେତ୍ରରେ ତଥା ବ୍ୟବସାୟ କ୍ଷେତ୍ରରେ କ୍ଷତି ଘଟିବ । ଦୂରଦୁରାନ୍ତକୁ ଯାତ୍ରା କରିବେ । ଅଯଥା ହଇରାଣ ହୋଇପାରନ୍ତି । ଗୁରୁଜନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇପାରନ୍ତି । ମହିଳାମାନେ ବିପଦର ସମ୍ମୁଖୀନ ହେବେ ।
କନ୍ୟା: ଶାରିରୀକ ଅସୁସ୍‌ଥତାରେ କଷ୍ଟ ପାଇପାରନ୍ତି । ଆର୍ôଥକ ଅଭାବ ନ ରହି ସୁଦ୍ଧା ଶାନ୍ତି ମିଳନପାରେ । ଅନେକ କ୍ଷେତ୍ରରୁ ସହଯୋଗ ମିଳିବ । କର୍ମକ୍ଷେତ୍ର ତଥା ବ୍ୟବସାୟ କ୍ଷେତ୍ରରେ ଅଯଥା କ୍ଷତିର ସୂଚନା ମିଳିବ । ମହିଳାମାନେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ।
ତୁଳା : ଆଜି ଆର୍ôଥକ ଅସୁବିଧା ଦେଖାଯିବ । କର୍ମକ୍ଷେତ୍ରରେ ଦୂରକୁ ସ୍ଥାନାନ୍ତରିତ ହେବାର ଜଣାଯାଏ । ବ୍ୟବସାୟ କ୍ଷେତ୍ରରେ ଅସୁବିଧା ଆସିବ । ମହିଳାମାନେ ସୁଯୋଗ ହରାଇ ପାରନ୍ତି ।
ବିଛା: କର୍ମକ୍ଷେତ୍ର ତଥା ବ୍ୟବସାୟ ଡ଼େତ୍ରରେ ବନ୍ଦୁ ସହଯୋଗ ମିଳିବ । ଆପଣା ଲୋକମାନେ ଶତ୍ରୁ ହୋଇପାରନ୍ତି । ମହିଳାମାନେ ପିଲାମାନଙ୍କ ଚିନ୍ତାରେ ବ୍ୟଥିତ ହେବାର ଜଣାଯାଏ ।
ଧନୁ: ଘରୋି ଅଶାନ୍ତିର ବ୍ୟଥିତ ହେବେ । ଆର୍ôଥକ କ୍ଷତିର ସୂଚନା ମିଳୁଛି । ଅଜଣା ଅଶୁଣା ଲୋକଙ୍କ ଦ୍ୱାରା ଠକାମୀରେ ପଡ଼ିପାରନ୍ତି । ସାମାଜିକ ପ୍ରତିଷ୍ଠାରେ ଅପଯଶ ଶୁଣିପାରନ୍ତି ।
ମକର : ଆର୍ôଥକ ଅନୁଶୋଚନା ଅନୁଭତ କରିବେ । ଶାରିରୀକ ଅସୁସ୍ଥତା ପ୍ରତିଭାବାନ ହେବେ । ଆବଶ୍ୟକ କର୍ମକ୍ଷେତ୍ରରେ ମହିଳାମାନେ ଠକାମୀରେ ପଡ଼ିପାରନ୍ତି ।
କୁମ୍ଭ: ଶାରିରୀକ ସୁସ୍ଥତା ପ୍ରତି ଖୁବ ଯତ୍ନବାନ ହେବେ । ବନ୍ଧୁ ସହଯୋଗ ପାଇଲେ ମଧ୍ୟ କର୍ମରେ ଅଶାନ୍ତି, ବ୍ୟବସାୟରେ ହଠାତ ଲାଭ ହୋଇପାରେ । ମହିଳାମାନେ ନୂତନ ଦାୟିତ୍ୱରେ ପ୍ରଶଂସିତ ହେବେ । ଭ୍ରମଣ ଯୋଗ ଆସିପାରେ ।
ମୀନ : ଆର୍ôଥକ କ୍ଷତି ସଂଗେ କୌଣସି ଅଘଟଣ ଘଟିପାରେ । ପାରିବାରିକ ଅଶାନ୍ତି ଦୂରହେବା ଅସମ୍ଭବ । ସେଥିପ୍ରତି ସତର୍କ ରହିବା ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking