40.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଅଧିକାର ହରାଇ ପାରନ୍ତି । ମନ ଅସ୍ଥିର ରହିବ । ବ୍ୟାକୁଳତା ବଢ଼ିପାରେ । କାର୍ଯ୍ୟରେ ବାଧା ଉପୁଜିବ । ଦୂର ସମ୍ପର୍କରେ ଉପକୃତ ହେବେ । ପରିସ୍ଥିତି ଆ୍ରତଧୀନ ରହିବ ।

ବୃଷ : ସକାଳ ସକାଳୁ ଦେବଦର୍ଶନରେ ଆନନ୍ଦ ପାଇବେ । ନିଜ କାର୍ଯ୍ୟରେ ଲାଗି ରହିବେ । ମନ ବ୍ୟାକୁଳ ରହିବ । ଅଭାବରେ ପଡ଼ିପାରନ୍ତି । ମଧ୍ୟମ ଫଳ ପ୍ରାପ୍ତି ହେବେ ।

ମିଥୁନ : ଆଜି ଆୟ ବୃଦ୍ଧି ଘଟିବ । ଅନିଶ୍ଚତା ଅନୁଭବ କରିବେ । ଅଯଥା ହନ୍ତସନ୍ତ ହୋଇପାରନ୍ତି । ଯାତ୍ରାଦିରେ ଲାଭବାନ ହେବେ । ସମୟ ଅନୁକୂଳ ରହିବ । ଜଞ୍ଜାଳ ଦୂରେଇ ଯିବ ।

କର୍କଟ : ଆଜି ପ୍ରଗତିଶୀଳ ହେବେ । ଆର୍ଥିକ ଅନାଟନ ଦୂରିଭୁତ ହେବ । ବନ୍ଧୁମିଳନ ହୋଇପାରେ । ରୋଗାଗ୍ରସ୍ତ ହୋଇପାରନ୍ତି । ଧନାଦି ବୃଦ୍ଧି ଘଟିବ ।

ସିଂହ : ଆଜି ସାହାଯ୍ୟ ମିଳିବ । ଅପ ବାଦରୁ ରକ୍ଷା ପାଇବେ । କାର୍ଯ୍ୟରେ ପ୍ରମୋସନ ମିଳିବ । ସଫଳତାର ନିକଟବର୍ତୀ ହେବେ । ଲୋକ ସମ୍ପର୍କ ବଢ଼ିବ ।

କନ୍ୟା : ଆଜି ଗୃହରେ ଅଶାନ୍ତି ଉପୁଜିବ । ସାହାଯ୍ୟ ବୃଥା ହେବ । ଦେହ ଖରାପ ହେବ । ସୁଖି ହୋଇପାରନ୍ତି । ଉଚ୍ଚବିଳାସୀ ହେବେ ।

ତୁଳା : ଆଜି ଆୟ ଯୋଗ ଅଛି । ଗୃହର ଚିନ୍ତା ବଢ଼ିବ । ମାନସିକ ଶାନ୍ତି ହରାଇବେ । ଫଳ ଶୁଭ ହେବ । କାର୍ଯ୍ୟରେ ସଫଳତା ହୋଇପାରନ୍ତି । ସେବା କାର୍ଯ୍ୟ କରିବେ ।

ବିଛା : ଦେହ ଭଲ ରହିବ । ମନ ମୁତାବକ କାର୍ଯ୍ୟରେ ସଫଳତା ମିଳିବ । ଆଦର ସମ୍ମାନ ପାଇବେ । ପ୍ରତିଷ୍ଠା ଲାଭ କରିବେ । ଅଭାବରୁ ମୁକ୍ତି ମିଳିବ ।

ଧନୁ : ଆଜି ସତର୍କତା ଆବଶ୍ୟକ ଲାଭ ଆଶାରେ ଉତ୍ସାହିତ ହେବେ । ସଙ୍କଟର ମୁକ୍ତି ଲାଭ କରିବେ । ବ୍ୟବସାୟରେ ଲାଭ ମିଳିବ । ଅର୍ଥ ଉପାର୍ଜନ କରିପାରନ୍ତି ।

ମକର : ଆଜି ଗୃହ କାର୍ଯ୍ୟରେ ମନଦେବେ । ବିରକ୍ତି ପ୍ରକାଶ କରିବେ । ମନୋମାଳିନ୍ୟ ଉପୁଜିପାରେ । ଦିନସାରା ବ୍ୟସ୍ତ ରହିବେ । ମନରେ ବଳ ହ୍ରାସ ପାଇବ । ଦେହ ସୁସ୍ଥ ରହିବ ।

କୁମ୍ଭ : ଆୟ ବିଶେଷ ଭଲ ହେବ ନାହିଁ । ବ୍ୟବସାୟରେ ଉନ୍ନତି ହେବ । ଧୈର୍ଯ୍ୟର ସହ କାର୍ଯ୍ୟ କଲେ ଉପକୃତ ହେବେ । ଚୋରି ଦ୍ରବ୍ୟର ସନ୍ଧାନ ପାଇବେ । ଭାତୃବିବାଦ ଦେଖାଦେବ ।

ମୀନ: ଆଜି ଯାତ୍ରାଦିରେ ସମ୍ମାନୀତ ହେବେ । ସ୍ତ୍ରୀର ପ୍ରେରଣା ପାଇବେ । ଅତିଥି ସତ୍କାର କରିପାରନ୍ତି । ବନ୍ଧୁବର୍ଗରେ ଅବଦସ୍ତ ହେବେ । ଅପେକ୍ଷା କରି କାର୍ଯ୍ୟ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking