36.1 C
Bhubaneswar
Saturday, May 18, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କର୍ମଫଳ ଭୋଗ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଉତମ ବ୍ୟକ୍ତି ଭାବେ ସାମାଜିକ କ୍ଷେତ୍ରରେ ପରିଗଣିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ : ଶନିଙ୍କ ପ୍ରଭାବରୁ ଦେବ ଦେବ ମହାଦେବଙ୍କ ଦର୍ଶନ କରିବେ । ମନ ପ୍ରଶନ୍ନ ରହିବ । ଆସ୍ତିକ ମନୋଭାବ ଦେଖାଦେବ । ମଧୁର ଭାଷୀ ହେବେ । ମିତ୍ର ସୁଖ ଲାଭ କରିପାରନ୍ତି ।

ମିଥୁନ : କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପରମ ଶୌଭାଗ୍ୟଶାଳୀ ହୋଇପାରନ୍ତି । ଉତମ ବ୍ୟକ୍ତି ଭାବେ ସମ୍ପର୍ଣ୍ଣ ହେବେ । ମଧୁରଭାଷୀ ଓ ସହନଶୀଳ ହୋଇପାରନ୍ତି ।

କର୍କଟ : ଚନ୍ଦ୍ରଭୋଗ ହେଉଥିବାରୁ ଉତମ ଭୋଜନରେ ଆପାୟାତ ହେବେ । ସରକାରୀ କିମ୍ବା ବନ୍ଧୁ ସାହାଯ୍ୟ ପାଇ ଲାଭ ବାନ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ ।

ସିଂହ : କର୍ମକ୍ଷେତ୍ରରେ ଦ୍ୱନ୍ଦ ଉପୁଜି ପାରେ । ବ୍ୟବସାୟରେ ସଫଳତା ପାଇବବେ । ଚଂଚଳ ସ୍ୱଭାବର ହେବେ । ଚକ୍ଷୁରେ ସାମନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ମଧୁର ବଚନ କହିପାରନ୍ତି ।

କନ୍ୟା : ମନରେ ପ୍ରଫୁଲ୍ଲତା ଆସିବ । ରୋଜଗାର ଆଶା ପୂରଣ ହେବ । ସୁସ୍ଥ ଜୀବନ ଯାପନ ବିତାଇବେ । ଲୋକପ୍ରିୟତା ଅର୍ଜନ କରିବେ ।

ତୁଳା : ସରକାରୀ ସ୍ତରରୁ ସମ୍ମାନୀତ ହେବେ । ବ୍ୟବସାୟରେ ଲାଭ ହେବ । ପାରିବାରିକ ସୁଖ ମିଳିବ । ଦୁର୍ଘଟଣା ଘଟିପାରେ ।

ବିଛା : ଆଜି ଅଧିକ ପରିଶ୍ରମ କରିପାରନ୍ତି । ବଂଶର ମର୍ଯ୍ୟାଦା ବୃଦ୍ଧି କରିବାରେ ସହାୟକ ଭାବେ । ମନରେ ପଶନ୍ନତା ଭାବ ଆସିପାରେ। ସୁସ୍‌ଥ ଓ ନିରାମୟ ଜୀବନ ଯାପନ ବିତାଇବେ ।

ଧନୁ : ଯୌତୁକ ସମ୍ପତିକୁ ନେଇ ଅଶାନ୍ତି ଦେଖାଦେବ । ଆର୍ଥିକ ଅବସ୍ଥାରେ ଉନ୍ନତି ଘଯିବ । ନିଜ ପ୍ରତି ଅବହେଳା କରିବେ ମାନସିକ ଚିନ୍ତା ବଢ଼ିବ ।

ମକର : ନିଜ କାର୍ଯ୍ୟରୁ ଆନନ୍ଦ ପାଇବେ । ଗୃହରୁ ଆନନ୍ଦ ମିଳିବ । ଯାତ୍ରାଦିରେ ଅର୍ଥ ବଢ଼ିବ । କଳହରେ ପଡ଼ିପାରନ୍ତି । କାର୍ଯ୍ୟ ସଫଳ ହେବ । ଅସନ୍ତୋଷ ଦେଖାଦେବ ।

କୁମ୍ଭ : ଭୋଜନାଦୀରୁ ତୃପ୍ତି ମିଳିବ । ମାନସିକ କଷ୍ଟ ବଢ଼ିବ । ଶତ୍ରୁ ଦ୍ୱାରା ଅପଦସ୍ତ ହେବେ । ଆର୍ଥିକ ସମସ୍ୟାରେ ପଡ଼ିବେ । ଦିନ ସାରା ବ୍ୟସ୍ତ ରହିବେ । କର୍ତୃପକ୍ଷଙ୍କ ସହମତଭେଦ ଘଟିପାରେ ।

ମୀନ : ପରିବେଶରେ ନୂତନତ୍ୱ ଆସିପାରେ । ବିଶିଷ୍ଟ ବ୍ୟକ୍ତିଙ୍କର ସହମତ ମିଳିବ । କାର୍ଯ୍ୟରେ ସମ୍ମାନୀତ ହେବେ । ଅନ୍ୟ ପାଇଁ କାର୍ଯ୍ୟ କରିବେ । ଆକସ୍ମିକ ବ୍ୟୟ ଭାର ବଢ଼ିବ । ମହିଳାମାନେ ଘର କାର୍ଯ୍ୟରେ ମନ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking