ମେଷ:ବ୍ୟବସାୟରେ ଲାଭବାନ ହେବେ। କର୍ମ କ୍ଷେତ୍ରରେ ଉନ୍ନତି ହେବ। ଆକସ୍ମିକ ଧନଲାଭ ହେବ। ବିଭିନ୍ନ ଦିଗରୁ ଲାଭବାନ ହେବେ । ଯଶ ,ଖ୍ୟାତି ହେବ।
ବୃଷ:ଆଜି ରୋଜଗାରରେ ସଫଳତା ମିଳିବ। ଗୃହ ନିର୍ମାଣ ସୁଯୋଗ ଆସିପାରେ। ବନ୍ଧୁ ସହଯୋଗରେ ବିଭିନ୍ନ ସମସ୍ୟା ସମାଧାନର ବାଟ ମିଳିବ । ଆର୍ଥିକ ଅଭାବ ଦେଖା ଦେବ।
ମିଥୁନ:ଆଜି ମାନସିକ ଅଶାନ୍ତି ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ। ବ୍ୟବସାୟରେ ଶିଥିଳତା ଦେଖାଦେବ। ବାଦବିବାଦ ରେ ପଡି ହଇରାଣ ହୋଇପାରନ୍ତି।
କର୍କଟ:ଅତ୍ୟଧିକ ପରିଶ୍ରମ ଦ୍ୱାରା ବିଗିଡି ଯାଇଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ। ଦୈନିକ ରୋଜଗାରରେ ସଫଳତା ମିଳିବ। ବନ୍ଧୁ ସହଯୋଗ ପାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।
ସିଂହ:ଆଜି ବ୍ୟବସାୟରେ ଲାଭବାନ ହେବେ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ଆର୍ଥିକ ଅବସ୍ଥା ସୁଦୃଢ ହେବ। ଗୃହ, ଭୂମି ଇତ୍ୟାଦି କ୍ରୟର ସୁଯୋଗ ମିଳିବ।
କନ୍ୟା:କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ। ଚାକିରୀ କ୍ଷେତ୍ରରେ ଉନ୍ନତି ହେବ। ମାନସମ୍ମାନ ବୃଦ୍ଧି ପାଇବ। ନୂତନ ଯାନବାହନ କ୍ରୟ କରିପାନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ଯୋଗ ହେବ।
ତୁଳା:ନୂତନ ରୋଜଗାର ଶୁଭାରମ୍ଭ ହେବ। ବନ୍ଧୁ ସହଯୋଗ ମିଳିବ। ବ୍ୟବସାୟରେ ଲାଭବାନ ହେବେ। ମାନସମ୍ମାନ ବୃଦ୍ଧି ପାଇବ। ପାରବାରିକ ସୁଖ ବୃଦ୍ଧି ପାଇବ।
ବିଛା:କର୍ମ କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟରେ ଲାଭବାନ ହେବେ। ମାନସିକ ଶାନ୍ତି ବୃଦ୍ଧି ପାଇବ। ଶାରୀରିକ ସୁସ୍ଥତା ବୃଦ୍ଧି ପାଇବ।
ଧନୁ:ଆଜି ନୂତନ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ। ବିଭିନ୍ନ ଦିଗରୁ ଲାଭ ବାନ ହେବେ। ଆକସ୍ମିକ ଧନ ଲାଭ ହେବ। ବନ୍ଧୁ ସହଯୋଗ ମିଳିବ।
ମକର:ଆଜି ରୋଜଗାରରେ ସଫଳତା ମିଳିବ। ଗୃହ ନିର୍ମାଣର ସୁଯୋଗ ଆସିବ। ପରିବାର ଲୋକଙ୍କ ସହଯୋଗରେ ବିଭିନ୍ନ ସମସ୍ୟାର ସମାଧାନ ହେବ।
କୁମ୍ଭ:କର୍ମ କ୍ଷେତ୍ରରେ ଅସୁବିଧା ଦେଖାଯିବ। ଆର୍ଥିକ ଅଭାବ ପରିଲିକ୍ଷିତ ହେବ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ଶାରୀରିକ ସୁସ୍ଥତା ଭଲ ରହିବ ନାହିଁ। ମହିଳା ମାନେ ଧର୍ମ କାର୍ଯ୍ୟ ରେ ମନ ବଳାଇବେ।
ମୀନ:ପରିଶ୍ରମ ଓ ପ୍ରଚେଷ୍ଟା ଦ୍ୱାରା ବିଗିଡି ଯାଇଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ।ଦୈନଦିନ ରୋଜଗାରରେ ସଫଳତା ମିଳିବ। ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଜୀବନ ସୁଖମୟ ହେବ।