29.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ପାରିବାରିକ ସୁଖ ବଢ଼ିବ । ବାଧା ବିଘ୍ନ ମଧ୍ୟରେ କାର୍ଯ୍ୟ କରିବେ । ଅଧିକ ବ୍ୟୟରେ ପଡ଼ିପାରନ୍ତି । ବନ୍ଧୁମେଳରେ ଆନନ୍ଦ ପାଇବେ ।
ବୃଷ : ଆଜି ଉତ୍ସବାଦିରେ ଆପାୟିତ ହେବେ । ପରିବଶେରୁ ଲାଭବାନ ହେବେ । କାର୍ଯ୍ୟଦକ୍ଷତା ହେତୁ ସମ୍ମାନିତ ହେବେ । ପାରିବାରକ ବିଶୃଙ୍ଖଳା ଘଟିପାରେ । ଅଧିକ ବ୍ୟୟରେ ପଡ଼ିବେ । ଶାରୀରିକ ପୀଡ଼ା ଅନୁଭବ କରିବେ ।
ମିଥୁନ : କାର୍ଯ୍ୟରେ ଆଗେଇବେ । ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଉଦ୍ୟମରେ ପ୍ରଗତି ଘଟିବ । ମୂଲ୍ୟବାନ ଦ୍ରବ୍ୟ ମିଳିପାରେ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ ।
କର୍କଟ : ଆୟରେ ଉନ୍ନତି ଘଟିବ । ଦକ୍ଷତାର ଉପଯୋଗ କରିବେ । ଶତ୍ରୁର ସମ୍ମୁଖିନ ହେବେ। ପରିସ୍ଥିତି ପ୍ରତି ସଜାଗ ରହିବେ । ବ୍ୟବସାୟରେ ଉନ୍ନତି ଘଟିବ । ଦେବଦର୍ଶନରେ ଖୁସି ହେବେ ।
ସିଂହ : ଆଜି ପୈତୃକ ସମ୍ପତିକୁ ନେଇ ଅଶାନ୍ତି ସୃଷ୍ଟି ହେବ । ମନୋମାଳିନ୍ୟ ଘଟିପାରେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ । ମାନସିକ ଶାନ୍ତି ଫେରିବ । ଉଚ୍ଚଶିକ୍ଷା ପାଇଁ ଆଗ୍ରହ ହେବ ।
କନ୍ୟା : ଆଜି ଚାକିରୀ କ୍ଷେତ୍ରରେ ପ୍ରଶଂସିତ ହେବେ । ଅର୍ଥଲାଭ ଅନୁକୂଳ ହେବ । ବିଦ୍ୟାର୍ଥୀମାନେ ଆନନ୍ଦ ପାଇବେ । ବନ୍ଧୁମିଳନରେ ଦିନ କଟିବ । ନୂତନ କର୍ମ ଯୋଗ ଘଟିବ ।
ତୁଳା : ଅଜଣାତରେ କ୍ଷତି ସହିବେ । ଧୈର୍ଯ୍ୟର ଆବଶ୍ୟକତା ଉପୁଜିବ । ଗୃହଉପକରଣ ସଂଗ୍ରହ କରିବେ । ଅଟକିଥିବା ଅର୍ଥ ମିଳିପାରେ । ମନ ଅଶାନ୍ତି ରହିବ । ଆୟରେ ଉନ୍ନତି ଘଟିବ ।
ବିଛା : ଆଜି ଅପ୍ରିୟ ପରିସ୍ଥିତିରେ ପଡ଼ିବେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ପାରିବାରିକ ଅଶାନ୍ତି ବଢ଼ିବ । ସଫଳତାର ନିକଟବର୍ତୀ ହେବେ । ଅର୍ଥ ସଂଗ୍ରହ କରିବେ ।
ଧନୁ : ଭାତୃବିବାଦ ବଢ଼ିପାରେ । ଗୋପନକାର୍ଯ୍ୟ ପ୍ରକାଶ ପାଇଯିବ । ଯୋଗାଯୋଗ ସଫଳ ହେବ । ବିଭିନ୍ନ କାରଣରୁ ବ୍ୟଥିତ ହେବେ । ଜୁଲମରେ ପଡ଼ିପାରନ୍ତି । ଦୁଃସମ୍ବାଦ ପାଇପାରନ୍ତି।
ମକର : ସାହାଯ୍ୟ ଉପଯୋଗ କରିବେ । ପାରିବାରିକ ସୁଖ ପାଇବେ । ଗୃହରେ ବିବାଦ ଉପୁଜିପାରେ । ହଠାତ ଅପଦସ୍ତ ହେବେ । କୌଣସି କାର୍ଯ୍ୟରେ ବିଚଳିତ ହୋଇପାରନ୍ତି । କ୍ଲାନ୍ତ ଓ ଅବସାଦ ବଢ଼ିବ ।
କୁମ୍ଭ : ଆଜି ଗୃହରେ ପୈତୃକ ସମ୍ପତିଗୁଡ଼ିକରେ ଅଶାନ୍ତି ବଢ଼ିପାରେ । ବନ୍ଧୁମେଳରେ ଆନନ୍ଦ ପାଇବେ । ବାଧ୍ୟତାର ବଶବର୍ତୀ ହେବେ । ଆର୍ଥିକଲାଭ ଘଟିବ ।
ମୀନ : ପରୀକ୍ଷା ବିଫଳତା ଯୋଗୁ ମନରେ କଷ୍ଟ ଅନୁଭବ କରିବେ । ଅଭାବ ମେଂଟାଇ ପାରିବେ । ଗୃହ ସଜ୍ଜା ସଜିରେ ବ୍ୟସ୍ତ ରହିବେ । ଅନୁତାପ କରିପାରନ୍ତି । ଚାହୁଁଥିବା ସାହାଯ୍ୟ ପାଇବେ । ଧନାଧିପ୍ରାପ୍ତି ହୋଇପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking