39.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ଆଜି ନିଜର ତ୍ରୁଟି ବୁଝିପାରିବେ । ଯୋଜନା ପରିବର୍ତ୍ତନ କରିବେ । ସୁଖ ଅନୁଭବ କରିବେ । ମାନସିକ ଅଶାନ୍ତି ଭୋଗିବେ । ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ବୃଥା କାର୍ଯ୍ୟରେ ବ୍ୟୟ କରିବେ ।
ବୃଷ: କର୍ମକ୍ଷେତ୍ରରେ ସହାୟତା ମିଳିବ । ବିଭିନ୍ନ ଦିଗରୁ ଲାଭ ପାଇବେ । ମାନସିକ ଦୃଢ଼ତା ବୃଦ୍ଧି ପାଇବ । ପରିସ୍ଥିତି ଆୟତ୍ତାଧୀନ ହେବ । ଗଣ୍ଡଗୋଳରୁ ଲାଭବାନ ହେବେ । ଶାରିରୀକ କଷ୍ଟ ଭୋଗିବେ ।
ମିଥୁନ: ଆଜି ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଗୃହକାର୍ଯ୍ୟରୁ ଆନନ୍ଦ ପାଇବେ । ଅଭାବରୁ ମୁକ୍ତି ପାଇବେ । ବନ୍ଧୁ ମେଳରେ ଆନନ୍ଦ ମିଳିବ । ପୂର୍ବାନୁଭୁତିରୁ ପୁନରାବୃତ୍ତି ହେବ।
କର୍କଟ: ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଘଟିବ । ପରିସ୍ଥିତି ଆୟତ୍ତାଧୀନ ହେବ । କର୍ମକ୍ଷେତ୍ରରେ ସହାୟତା ମିଳିବ । ଅସୁବିଧାର ଆଭାସ ପାଇବେ । ସୁଖ ଅନୁଭବ କରିବେ ।
ସିଂହ: ବହୁଦିନର ଅଟକିଥିବା କାର୍ଯ୍ୟ ଆଗେଇବେ । ଧନଲାଭ ଘଟିପାରେ । ବହୁ ଦିନର ଅନୁସନ୍ଧାନ ସଫଳ ହେବ । ଯାତ୍ରାରେ ବିଘ୍ନ ଘଟିବ । ପରିବାରରେ ଶାନ୍ତି ଫେରିଆସିବ ।
କନ୍ୟା: ଗୃହ କାର୍ଯ୍ୟରେ ମନଦେବେ । ଅନୁଗତଙ୍କ ଦ୍ୱାରା ଲାଭବାନ ହେବେ । ଶତ୍ରୁ କବଳରେ ପଡ଼ିପାରନ୍ତି । ମନରେ ଭୟ ଯାତ ହେବେ । ଦୂରବନ୍ଧୁଙ୍କ ସହଯୋଗ ମିଳିବ ।
ତୁଳା : ପରିବେଶ ବଦଳିଯିବ । ବାଧ୍ୟତାର ବଶବର୍ତ୍ତୀ ହେବେ । ଶାରୀରିକ କଷ୍ଟ ଅନୁଭବ କରିବେ । ମନ ଉଦବିଘ୍ନ ରହିବ । ଭୟରୁ ମୁକ୍ତି ମିଳିବ । ସତସଙ୍ଗରେ ଯୋଗଦେବେ ।
ବିଛା: ଆଜି କୌଣସି କାର୍ଯ୍ୟରେ ସଫଳତା ପାଇପାରିବେ । ବିଶ୍ୱାସଘାତର ଶିକାର ହେବ । ଆର୍ôଥକ ଅବସ୍ଥା ସୁଧୁରିଯିବ । ପ୍ରତିଯୋଗିତାରେ ଭାଗନେବେ । ବିପଦରୁ ରକ୍ଷା ପାଇପାରନ୍ତି ।
ଧନୁ: ଗୁରୁଜନଙ୍କ ପାଇଁ ଆଜି ଦିନଟି ଚିନ୍ତା ବଢ଼ିବ । ଆର୍ôଥକ ଲାଭ ଘଟିପାରେ । କର୍ତ୍ତବ୍ୟ ନିଷ୍ଠ ହେବେ । ଅପ୍ରୀୟ ପରିସ୍ଥିତିରେ ପଡ଼ିବେ । କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ । କାର୍ଯ୍ୟରେ ସଫଳ ହେବେ ।
ମକର: ଉତ୍ସବାଦିରେ ସମ୍ମିଳିତ ହେବେ । ଆର୍ôଥକ ଲାଭ ପାଇପାରିବେ । ମନଭଲ ରହିବ ନାହିଁ । ଶାରୀରିକ ଆଘାତ ଘଟିପାରେ । ଚାକିରୀରେ ପ୍ରତାରିତ ହେବେ । ଦୂରଯାତ୍ରାରୁ ଲାଭ ପାଇବେ ।
କୁମ୍ଭ: ଦାୟିତ୍ୱରେ ପରିବର୍ତ୍ତନ ଘଟିବ । ବ୍ୟୟ ବଢ଼ିବାରୁ ଅଶାନ୍ତି ମିଳବ । ବିପଦର ଆଭାସ ପାଇବେ । ମନରେ ଶାନ୍ତି ଫେରିଆସିବ । ପ୍ରୀୟ ବ୍ୟକ୍ତିଙ୍କ ଦ୍ୱାରା ଅପଦସ୍ତ ହେବେ ।
ମୀନ: ମାଲିମୋକଦ୍ଦମାରେ ସମ୍ମୁଖୀନ ହୋଇପାରନ୍ତି । ନୂତନ କାର୍ଯ୍ୟରେ ଆନନ୍ଦ ପାଇବେ । ନଷ୍ଟ ଦ୍ରବ୍ୟ ହସ୍ତଗତ ହେବ । ବନ୍ଧୁ ମେଳରେ ଅପ୍ରୀୟ ହେବେ । ହଠାତ ନିଷ୍ପତ୍ତି ବଦଳାଇବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking