26.1 C
Bhubaneswar
Wednesday, May 8, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

ମେଷ : ଗୃହରେ ଆନନ୍ଦ ଦେଖାଦେବ । କାର୍ଯ୍ୟରେ ବାଧା ଉପୁଜିପାରେ । ବ୍ୟବସାୟ ଲାଭଜନକ ହେବ । ଦୂରକୁ ଯାତ୍ରା କରିପାରନ୍ତି । ନୂତନ ଗୃହ ନିର୍ମାଣ କରିବାର ସୁଯୋଗ ପାଇବେ ।
ବୃଷ : ଅସହଯୋଗ ଦେଖାଯିବ । ଅଶାନ୍ତି ଅନୁଭବ କରିବେ । ନିଜ କାର୍ଯ୍ୟରେ ସମୀକ୍ଷା କରିବେ । ପରିବାର ପାଇଁ ଚିନ୍ତିତ ରହିବେ । ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ ।
ମିଥୁନ : ଆଜି ଦିନଟି ସମସ୍ୟା ବଢ଼ିବାକୁ ଲାଗିବ । ନିଜକୁ ସାନ୍ତ୍ୱନା ଦେବେ । ଧନଲାଭରୁ ଶାନ୍ତି ମିଳିବ । ସହକର୍ମୀଙ୍କୁ ସହାୟକ କରିବେ । ପାରିବାରିକ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବେ । ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ ।
କର୍କଟ : ନିଜର କାର୍ଯ୍ୟ ପାଇଁ ନିନ୍ଦିତ ହେବେ । ସହକର୍ମୀଙ୍କ ସହାୟତା ପାଇଁ ବ୍ୟସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟରେ ପ୍ରସଂଶିତ ହେବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ ।
ସିଂହ : କର୍ମରେ ଦକ୍ଷତା ଦେଖାଇପାରିବେ । ଗୃହକରଣ ସଂଗ୍ରହ କରିବେ । ଅନ୍ୟ ନିୟନ୍ତ୍ରଣରେ ରହିପାରନ୍ତି । ଧର୍ମ ଭାବନାରୁ ଶାନ୍ତି ମିଳିବ। ଯୋଜନାରେ ପରିବର୍ତନ କରିବେ।
କନ୍ୟା : ପରିବେଶ ଲାଭବାନ ହେବ । ଧନଭାବନାରୁ ଶାନ୍ତି ମିଳିବ । ସମ୍ପତି ପାଇଁ ଗଣ୍ଡଗୋଳ ବଢ଼ିବ । ଯୋଗାଯୋଗରେ ପ୍ରଗତି ଘଟିବ । ଅର୍ଥ ସହଜରେ ପାଇବେ ।
ତୁଳା : ଅର୍ଥ କଷ୍ଟ ଅନୁଭବ କରିବେ ନାହିଁ । ଅଟକିଥିବା କାର୍ଯ୍ୟ ଆଗେଇବ । ଆର୍ଥିକ ସମୃଦ୍ଧି ଘଟିବ । ଗୃହଠାରୁ ଦୂରକୁ ଯିବାର ଆଶା ଅଛି ।
ବିଛା : ବାସ୍ତବତା ସୁଯୋଗ ମିଳିପାରେ । ମାନସିକ ଶାନ୍ତି ପାଇବେ । କାର୍ଯ୍ୟରେ ଉନ୍ନତି ଘଟିବ। ଅର୍ଥକଷ୍ଟ ଅନୁଭବ କରିବେ । ଚିନ୍ତାରୁ ମୁକ୍ତି ମିଳିବ । ଭାତୃବିବାଦ ଦେଖାଦେବ । କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ ।
ଧନୁ : ଧର୍ଯ୍ୟ ଧରି କାମ କଲେ ଲାଭବାନ ହେବେ । ଗୃହଉପକରଣ ସଂଗ୍ରହ କରିବେ । ନୂତନ କାର୍ଯ୍ୟରେ ଆଗ୍ରହୀ ହେବେ । ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଅଯଥା ହନ୍ତସନ୍ତ ହୋଇପାରନ୍ତି ।
ମକର : ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଦ୍ରବ୍ୟାଦି ପ୍ରାପ୍ତି ଘଟିପାରେ । ପଥଭ୍ରଷ୍ଟ ହୋଇପାରନ୍ତି । ପଶୁଲାଭ ଘଟିପାରେ । ବନ୍ଧୁ ସାହାଯ୍ୟ ମିଳିପାରେ । ମନଦୁଃଖରେ ରହିପାରନ୍ତି ।
କୁମ୍ଭ : ସମ୍ମାନୀତ ହୋଇପାରନ୍ତି । ଦ୍ୱନ୍ଦ ଲାଗିରହିବ । ଦେହ ଭଲ ରହିବ । ପରିଶ୍ରମୀ ହେବେ। ଭାଗବତ ଚିନ୍ତାରେ ଲାଗି ରହିବେ । ଆକସ୍ମିକ ଧନପ୍ରାପ୍ତି ହୋଇପାରେ ।
ମୀନ : ପଥଭ୍ରଷ୍ଟ ହୋଇପାରନ୍ତି । ବ୍ୟବସାୟ ଭଲରେ ଚାଲିବ । ଖାଦ୍ୟପେୟରେ ତୃପ୍ତି ଲାଭ କରିବେ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ମନଦୁଃଖରେ ରହିପାରନ୍ତି । ମହିଳାମାନେ ଗୃହକାର୍ଯ୍ୟରେ ମନଦେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking