25.1 C
Bhubaneswar
Tuesday, March 18, 2025
Homeଓଡିଶାହାତୀ ପାଇଁ ୩ ଘଣ୍ଟା ଅନ୍ଧାର

ହାତୀ ପାଇଁ ୩ ଘଣ୍ଟା ଅନ୍ଧାର

ଢେଙ୍କାନାଳ : କାମାକ୍ଷାନଗରରେ ଆତଙ୍କ ଖେଳାଇଛି ଗୋଠଛଡା ଦନ୍ତା ।  ରାଜକୁଳା କାଟେଣୀ ଗାଁରେ ପଶି ଆତଙ୍କ ଖେଳାଇଛି ଦନ୍ତା ହାତୀ । ହାତୀକୁ ଘଉଡାଇବାରୁ ଏନଏଚ ୫୩ରେ ପ୍ରାୟ ୧ ଘଣ୍ଟା ଧରି ବୁଲିଛି ହାତୀ । ଏନଏଚରେ ହାତୀ ଥିବାରୁ ଆଖପାଖ ଗାଁରେ ୩ ଘଣ୍ଟା ବିଦ୍ୟୁତ କାଟ ହୋଇଛି । ୬ ଫୁଟ ଉଚ୍ଚ ବ୍ୟାରିକେଡ ଡେଇଁ ହାତୀ କନ୍ଦରସିଙ୍ଗା ଗାଁ ମୁହାଁ ହୋଇଥିବା ସୂଚନା ମଳିଛି ।  ସ୍ଥାନୀୟ ଅଞ୍ଚଳରେ ଦନ୍ତା ହାତୀକୁ ନେଇ ଭୟର ବାତାବରଣ  ଖେଳିଯାଇଛି । ହାତୀ ଘଉଡାଇବାକୁ ବନବିଭାଗର ଉଦ୍ୟମ  ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking