29.1 C
Bhubaneswar
Monday, June 9, 2025
Homeଓଡିଶାବଜ୍ରାଘାତରେ ଚାଲିଗଲା ୩ ଜୀବନ

ବଜ୍ରାଘାତରେ ଚାଲିଗଲା ୩ ଜୀବନ

ବଲାଙ୍ଗୀର : ବଜ୍ରାଘାତରେ ଚାଲିଗଲା ୩ ଜୀବନ । ଜଣେ ନାବାଳିକା ସମେତ ୩ମୃତ । ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା ଲୋକସିଂହା ବ୍ଳକ୍ ଯୋଡ଼ାମୁଣ୍ଡା ଗାଁ’ରେ ଘଟିଛି ।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଗାଁ’ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ଠିକ୍ ଏହି ସମୟରେ ବଜ୍ରାପାତର ଶୀକାର ହୋଇଥିଲେ । ଗୁରୁତର ଅବସ୍ଥାରେ ଗାଁ ଲୋକେ ସ୍ଥାନୀୟ ମେଡିକାଲକେୁ ନେଇଥିଲେ । ହେଷଳ ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗାଁ’ରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking