ଲିଫ୍ଟରେ ନାବାଳିକାକ ସହ ବୃଦ୍ଧ ଯାହା କଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ନୂଆଦିଲ୍ଲୀ: ଲିଫ୍ଟରେ ଏକୁଟିଆ ଯାଉଥିଲେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ସହ ବି ଘଟିପାରେ ଏପରି ଲୋମହର୍ଷକ ଘଟଣା । ଗୁଜୁରାଟର ଅହମ୍ମଦାବାଦର ଆପାର୍ଟମେଣ୍ଟ ବିଲଡିଂ ଲିଫ୍ଟରେ ଜଣେ ୯ବର୍ଷର ନାବାଳିକାକୁ ୬୨ ବର୍ଷ ବୃଦ୍ଧର ଦୁଷ୍କର୍ମ ଉଦ୍ୟମ । ଘଟଣାରେ ଅଭିଯୋଗ ପରେ ଜଣେ ବରିଷ୍ଠ ନାଗରିକଙ୍କୁ ଅଟକ ରଖିଛି ପୋଲିସ । ତେବେ ଦୁଷ୍କର୍ମ ଉଦ୍ୟମ ସମୟରେ ସିସିଟିଭିରେ କଏଦ ହୋଇଛି ଏହି ଲୋମଟାଙ୍କୁରା ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ । ଘଟଣାରେ … Continue reading ଲିଫ୍ଟରେ ନାବାଳିକାକ ସହ ବୃଦ୍ଧ ଯାହା କଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ….