ଭୁବନେଶ୍ୱର: ଆସନ୍ତାକାଲି ହେବାକୁଥିବା ବଜେଟ ଅଧିବେଶନରେ ତାତିବ ବିରୋଧି ଦଳ । କଡା ସମାଲୋଚନା କଲେ ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଇଏ କାଗଜକଲମ ଡିଜି.. ମୁଖ୍ୟ ପ୍ରସଙ୍ଗ । ରଣକୌଶଳ ନେଇ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା..ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମୁଖ୍ୟ ପ୍ରସଙ୍ଗ କରାଯିବ ।ନବଦାସ ଆଇନଶୃଙ୍ଖଳା ଭୁସୁଡି ପଡିଥିବା ପ୍ରମାଣ କରିଛି । ଏହାକୁ ନେଇ ବିଧ।।ନସଭାରେ ଘୋର ଲଢେଇ ହେବ । ବିଜୁଳି ସମସ୍ୟା,ଆବାସ କେଳେଙ୍କାରୀ,ମଣ୍ଡି ସମସ୍ୟା ଆଦି ବି ଆଲୋଚନା ହେବ ।ଚାଉଳ ସମସ୍ୟା,ସ୍ୱାସ୍ଥ୍ୟ ସମସ୍ୟା,ବିଏସକେୱାଇ ଦୁର୍ନିତି ପ୍ରସଙ୍ଗ ହେବ । ଶିକ୍ଷା ସମସ୍ୟା,ହକି ମହା ଦୁର୍ନିତି,ବେକାରୀ ସମସ୍ୟା ବି ଏଥିରେ ଆଲୋଚନା କରାଯିବ । ନବଦାସ ହତ୍ୟା ମାମଲାରେ ଡିଜିପି ଚୁପ ରହିବା ଘଟଣା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।