33.1 C
Bhubaneswar
Tuesday, April 22, 2025
Homeଓଡିଶାମୋ ଷ୍ଟାଣ୍ଡରେ ପରିବର୍ତ୍ତନ ନାହିଁ : ଜୟନାରାୟଣ

ମୋ ଷ୍ଟାଣ୍ଡରେ ପରିବର୍ତ୍ତନ ନାହିଁ : ଜୟନାରାୟଣ

ଭୁବନେଶ୍ୱର : ମୁହଁ ଖୋଲିଲେ ଜୟନାରାୟଣ ମିଶ୍ର । କହିଲେ ମୋ ଷ୍ଟାଣ୍ଡରେ ପରିବର୍ତ୍ତନ ନାହିଁ ।  ଜଣେ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଓଡିଆ କହିଲେ ନାହିଁ । ମୁଁ ମୋ ଅଞ୍ଚଳ ବିକାଶ କଥା କହିଲେ ଅସ୍ମିତାକ୍ଷୁଣ୍ଣ ହେବ । ବିଜେଡିର ପଶ୍ଚିମ ଓଡିଶାରେ ସ୍ଥିତିନାହିଁ ବୋଲି ପ୍ରତିବାଦ କରୁଛି । ଉପକୂଳ ଓଡିଶାରେ କଣ ବିକାଶ କରିଛି ହିସାବ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking