40.2 C
Bhubaneswar
Monday, April 20, 2026
Homeଓଡିଶା୮୬ ଜେଲରେ ଅଛନ୍ତି ୧୮ ହଜାର ୧୭୬ କଏଦୀ

୮୬ ଜେଲରେ ଅଛନ୍ତି ୧୮ ହଜାର ୧୭୬ କଏଦୀ

ଭୁବନେଶ୍ୱର: ରାଜ୍ୟରେ ୮୬ ଜେଲରେ ଅଛନ୍ତି ୧୮ ହଜାର ୧୭୬ କଏଦୀ । ସେଥିରୁ ୧୪ ହଜାର ୪୦ ବିଚାରଧୀନ, ୪ ହଜାର ୧୩୬ ଦଣ୍ଡ ପାଇ ଅଛନ୍ତି ।ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ଉତ୍ତର ରଖୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking