29.1 C
Bhubaneswar
Sunday, June 21, 2026
Homeଓଡିଶାପୁରୀ ଓ ବରଗଡ କୋର୍ଟକୁ ବୋମା ଧମକ

ପୁରୀ ଓ ବରଗଡ କୋର୍ଟକୁ ବୋମା ଧମକ

ପୁରୀ: ପୁରୀ କୋର୍ଟରେ ପୁଣି ବୋମା ଆତଙ୍କ । ବୋମା ଆତଙ୍କକୁ ନେଇ ଓକିଲ ଭୟଭୀତ ହୋଇ ପଡିଛନ୍ତି । ଜନୈକ ସନ୍ଦିଗ୍ଧ ଜିଲ୍ଲା ଜଜଙ୍କୁ କରିଛି ଇମେଲ । ଭୟରେ କୋର୍ଟ ବାହାରେ ଅଛନ୍ତି ଓକିଲମାନେ । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି ।ବୋମା ନିଷ୍କ୍ରିୟକାରୀ ଟିମ ମଧ୍ୟ ପହଞ୍ଚି ଯାଞ୍ଚ କରିଛନ୍ତି । ପୁରୀ ପରେ ବରଗଡ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଥିବା ସୂଚନା ରହିଛି । ସେଠାରେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking