ସୋର : ଦିଲ୍ଲୀରେ ଜଣେ ସାମ୍ବାଦିକଙ୍କ ଘରୁ ଚୋରି ମାମଲାରେ ଓଡିଶାରୁ ୩ ଗିରଫ ହୋଇଛନ୍ତି । ସୋର ଥାନା ଅଞ୍ଚଳର ୨ ଓ ଖଇରା ଅଞ୍ଚଳର ଜଣେ ଗିରଫ ହୋଇଛନ୍ତି । ନଗଦ ୪ ଲକ୍ଷ ସହ ଟଙ୍କାର ସୁନା , ହୀରା ଅଳଙ୍କାର ଜବତ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ସୁନା କିଣିଥିବା ୨ ବ୍ୟବସାୟୀ ଫେରାର ଅଛନ୍ତି । ଗତବର୍ଷ ଦେଢକୋଟି ଟଙ୍କାର ସୁନା, ହୀରା ଅଳଙ୍କାର ଚୋରି ଅଭିଯୋଗ ହୋଇଥିଲା ।