27.6 C
Bhubaneswar
Saturday, July 20, 2024
Homeଅପରାଧଦିଲ୍ଲୀରେ ଚୋରି , ଓଡିଶାରୁ ୩ ଗିରଫ

ଦିଲ୍ଲୀରେ ଚୋରି , ଓଡିଶାରୁ ୩ ଗିରଫ

ସୋର : ଦିଲ୍ଲୀରେ ଜଣେ ସାମ୍ବାଦିକଙ୍କ ଘରୁ ଚୋରି ମାମଲାରେ ଓଡିଶାରୁ ୩ ଗିରଫ ହୋଇଛନ୍ତି । ସୋର ଥାନା ଅଞ୍ଚଳର ୨ ଓ ଖଇରା ଅଞ୍ଚଳର ଜଣେ ଗିରଫ ହୋଇଛନ୍ତି । ନଗଦ ୪ ଲକ୍ଷ ସହ ଟଙ୍କାର ସୁନା , ହୀରା ଅଳଙ୍କାର ଜବତ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ସୁନା କିଣିଥିବା ୨ ବ୍ୟବସାୟୀ ଫେରାର ଅଛନ୍ତି । ଗତବର୍ଷ ଦେଢକୋଟି ଟଙ୍କାର ସୁନା, ହୀରା ଅଳଙ୍କାର ଚୋରି ଅଭିଯୋଗ ହୋଇଥିଲା ।

ମାଆ , ଝିଅଙ୍କୁ ଛୁରୀରେ ଆକ୍ରମଣ; ଝିଅ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking