ଭୁବନେଶ୍ୱର : ତାରକା ହୋଟେଲର ବିବାହ ମଣ୍ଡପରୁ ଟଙ୍କା ଓ ସୁନା ଚୋରି ଘଟଣାରେ ଅଭିଯୁକ୍ତ ଗିରଫ କରିଛି । ପୁରୀରୁ ଅଭିଯୁକ୍ତକୁ ଗିରଫ କଲା ବାଲିଆପଣ୍ଡା ଥାନା ପୋଲିସ । ଅଭିଯୁକ୍ତ ମଧ୍ୟପ୍ରଦେଶ ରାଜ୍ୟର ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରୁ ମୈତ୍ରୀବିହାର ଚୋରି ମାମଲାରେ ସମ୍ପୃକ୍ତ ସନ୍ଦେହ କରାଯାଉଛି ।