27.1 C
Bhubaneswar
Saturday, July 27, 2024
Homeଓଡିଶାନଦୀରେ ବୁଡି ଯୁବକ ମୃତ

ନଦୀରେ ବୁଡି ଯୁବକ ମୃତ

ଗଜପତି : ନଦୀରେ ବୁଡି ଯୁବକ ମୃତ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ବାଗଶଳ ଗାଁ ନିକଟରେ ଥିବା ମହେନ୍ଦ୍ର ତନୟା ନଦୀରେ ବୁଡିଗଲା ଯୁବକ । ସୂଚନା ଅନୁସାରେ, ଯୁବକ ଜଣକ କୈାଣସି କାମରେ ବାଗଶଳା ଗାଁକୁ ଆସିଥିବା ବେଳେ ଗାଧେଇବା ପାଇଁ ନଦୀ କୁ ଯାଇଥିବା । ଅସାବଧାନତା ପାଇଁ ଯୁବକ ଜଣକ ନଦୀର ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକ ଏହି ଖବର ଗୁରାଣ୍ଡି ଥାନା ଅଧିକାରୀ ଦେଇଥିଲେ । ସ୍ଥାନୀୟ ଲୋକ ନଦୀରେ ବହୁ ଖୋଜାଖୋଜି କରିବା ପରେ ନଦୀରୁ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ପୋଲିସ ଶବଟିକୁ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking