29.1 C
Bhubaneswar
Monday, June 24, 2024
Homeଓଡିଶାବଜ୍ରାଘାତରେ ଗଲା ୩ ଜୀବନ

ବଜ୍ରାଘାତରେ ଗଲା ୩ ଜୀବନ

ଭୁବନେଶ୍ୱର : ଗଂଜାମ ଜିଲ୍ଲା ବେଲକୁଣ୍ଠା ଥାନା ଅଂଚଳରେ ଘଟିଛି ଅଭବନୀୟ ଘଟଣା । ବଜ୍ରାଘାତରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ବାଳକୃଷ୍ଣ ବେହେରା । ଘର ବାହାରେ କାମ କରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ରାୟଗଡାରେ ବଜ୍ରାପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଯାଜପୁର ରୋଡ ଜେନାପୁର ଥାନା ଗଡମଧୁପୁରର ଅରମାନ ଧୀର ଓ କାଚହୁଡି ସାହିର କୁନାଲ ଗାଗରାଇ ଟ୍ୟୁସନ ସାରି ଫେରୁଥିବା ବେଳେ ବଜ୍ରାଘାତରେ ଅରମାନଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking