27.1 C
Bhubaneswar
Sunday, September 8, 2024
Homeଓଡିଶାପ୍ରଶାସନ ଉପସ୍ଥିତିରେ ବିଷ ପିଇଲେ ମହିଳା

ପ୍ରଶାସନ ଉପସ୍ଥିତିରେ ବିଷ ପିଇଲେ ମହିଳା

ଖୋର୍ଦ୍ଧା : ପ୍ରଶାସନ ଉପସ୍ଥିତିରେ ବିଷ ପିଇ ମହିଳା ଗୁରୁତର । ସରକାରୀ ଜମିରେ ଥବା ଜବରଦଖଲ ଘର ଉଚ୍ଛେଦ ବେଳେ ଅଘଟଣ । ବେଗୁନିଆ ଥାନା ପୋଚାଖାଲ ଗାଁରେ ଉଚ୍ଛେଦ ବେଳେ ଅଘଟଣ । ବହୁ ନିବେଦନ ପରେ ଉଚ୍ଛେଦ ବନ୍ଦ ନହେବାରୁ ବିଷ ପିଇଲେ ମଗିଳା । ଗୁରୁତର ଅବସ୍‌ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ପୋଲିସ ।

ପାକିସ୍ତାନ “କ୍ଷମତାସୀନ ଶାସନ” କୁ ଓହ୍ଲାଇଲା: ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking