29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ମିଳିଛି ଆଶ୍ୱସ୍ତି

ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ମିଳିଛି ଆଶ୍ୱସ୍ତି

ନୂଆଦିଲ୍ଲୀ : ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଆରବିଆଇ ତରଫରୁ ମିଳିଛି ଆଶ୍ୱସ୍ତି ।
କ୍ରମାଗତ ନିୟମ ପାଳନ ନକରିବାରୁ  ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ଭାରତର ଆର୍ଥିକ ଅପରାଧ ମୁକାବିଲା ଏଜେନ୍ସି  ପ୍ଲାଟଫର୍ମରେ ବିଦେଶୀ କାରବାର ସମ୍ପର୍କରେ ସୂଚନା ଅନୁସନ୍ଧାନ କରିଥିଲା । ଜାନୁଆରୀ ୨୯ ରେ ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଫେବୃଆୀରୀ ୨୯ ରୁ ଆକାଉଣ୍ଟ କିମ୍ବା ୱାଲେଟରେ ଗ୍ରାହାକଙ୍କର କୌଣସି ନୂତନ ଜମା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଆରବିଆଇ ପକ୍ଷରୁ ଏହି ସମୟସୀମା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବୃଦ୍ଦି କରାଯାଇଛି । ପେଟିଏମ ପକ୍ଷରୁ ଏକ ପ୍ରେସ ଜାରି କରାଯାଇଛି ପୂର୍ବପରି ନିରବଚ୍ଛିନ୍ନ ବ୍ୟବସାୟ ସମାଧାନ ଜାରୀ ରଖିବାକୁ ଏହାକୁ ନୋଡାଲ ଆକାଉଣ୍ଟକୁ ଆକ୍ସିସ ବ୍ୟାଙ୍କକୁ ସ୍ଥାନାନ୍ତର କରିଛି । କମ୍ପାନି କହିଛି ମାର୍ଚ୍ଚ ୧୫ ପରେ ପେଟିଏମ କ୍ୟୁଆର କୋର୍ଡ  , ସାଉଣ୍ଡବକ୍ସ ଏବଂ କାର୍ଡ ମେସିନ କାର୍ଯ୍ୟ ଜରୀ ରଖିବ । ଆରବିଆଇ ପକ୍ଷରୁ କୁହାଯାଇଛି  ପେମେଣ୍ଟ ଗ୍ରହଣ କରିବାକୁ ବ୍ୟବସାୟୀମାନେ ଯେଉଁମାନେ ପେଟିଏମ କ୍ୟୁଆର କୋର୍ଡ  ବ୍ୟବହାର କରନ୍ତି ଯଦି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ବ୍ୟତୀତ ଅନ୍ୟ  କ୍ୟୁଆର କୋର୍ଡ  ଲିଙ୍କ ହୋଇଥିବ ତେବେ ସେଗୁଡିକ ବ୍ୟବହାର ଜାରୀ ରଖିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking