29.4 C
Bhubaneswar
Tuesday, June 23, 2026
Homeଓଡିଶାକମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

ଭୁବନେଶ୍ବର: କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର। ସତର୍କ ସୂଚନା ତଳେ ପାଣି ପ୍ରବାହିତ ହେଉଥିଲେ ବି ଭୋଗରାଇର ନଦୀବନ୍ଧ ଭିତର ପଟ ଗାଁଗୁଡିକରେ ଏବେ ବି ବନ୍ୟା ପାଣି ଜମି ରହିଛି। ବିଶେଷ କରି ଭୋଗରାଇର ୫ଟି ପଂଚାୟତ ଏବେ ଜଳବନ୍ଦୀ ହୋଇ ରହିଛି।ରାଜଘାଟ ନିକଟରେ ସତର୍କ ସୂଚନା ୯.୪୫ ଥିବା ବେଳେ ସକାଳ ୬ଟା ସୁଦ୍ଧା ୮.୪୯ ମିଟରରେ ପ୍ରବାହିତ ହେଉଛି। ଏଥିରେ ଭୋଗରାଇ ବ୍ଲକର କୁସୁଡା, ଗବ ଗାଁ, ଖରିଦପୀପଳ, ନାଛିଣ୍ଡା ଓ କଚୁଆଡି ଆଦି ପଂଚାୟତରେ ପାଣି ଜମି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking